Spread the love Post navigation ପ୍ରମୁଖ ଓଡ଼ିଆ ସମ୍ବାଦପତ୍ର .ଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ। ମାର୍ଚ୍ଚ ୧୩ରେ ହେବାକୁ ଥିବା United States International Visitor Leadership programme (IVLP) ରେ ଭବାନୀ ଯୋଗ ଦେବେ। ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର ଅଭିଯୋଗ। ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୀପାଳି। ଦୀପାଳିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଯାଇଥିବା ଅଭିଯୋଗ। ଦୁଇ କିସ୍ତିରେ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଯାଇଥିବା ଅଭିଯୋଗ।
News ଭୁବନେଶ୍ୱର //ଆରୋହଣ ଟ୍ରଷ୍ଟ ଓ ସହିଦ୍ ଭଗତ ସିଂ ଯୁବ ପରିଷଦ ପକ୍ଷରୁ ଆଜି ଏକ ବିଶାଳ ମୌନ କ୍ୟାଣ୍ଡେଲ୍ ଶୋଭାଯାତ୍ରା ର ଆୟୋଜନ ହୋଇଥିଲା । ଯାହାକି ଜୟଦେବ ବିହାର ଭଗବତୀ ମନ୍ଦିର ଠାରୁ ବାହାରି ବିଜୁପଟ୍ଟନାୟକ କଲେଜ ଦେଇ ଏନ୍ ୬ ସ୍ଥିତ ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଆସିଥିଲା ।ଜମ୍ମୁ କାଶ୍ମୀର ର ପହଲଗାମ ଆକ୍ରମଣ ରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମହମବତୀ ମାର୍ଚ୍ଚ Darshan Samikhya Apr 25, 2025 0 Comments
News କୋଲକାତା// ଦୀର୍ଘ ପଚାଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା “ଅନୁବାଦ” ପତ୍ରିକାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡକ୍ଟର ଫନି ମହାନ୍ତିଙ୍କୁ ‘ଜୀବନ କୃତି ଅନୁବାଦ ସାହିତ୍ୟ ପୁରସ୍କାର’ରେ ସମ୍ମାନିତ କରାଯାଇଥିବା ବେଳେ ଉତ୍ସବରେ ଇଂ. ଜାମିନୀ କାନ୍ତ ଦାସ “ସମ୍ମାନିତ ଅତିଥି” ଭାବେ କଲିକତା ସ୍ଥିତ ସଲ୍ଟ ଲେକ୍ ଠାରେ ଅବସ୍ଥିତ ଇଷ୍ଟର୍ଣ ଜୋନ ସାଂସ୍କୃତିକ ଭବନରେ ଯୋଗ ଦେଇଥିଲେ। Darshan Samikhya Apr 25, 2025 0 Comments
News ରାଉରକେଲା //ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଉରକେଲା ଶାଖା ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। Darshan Samikhya Apr 25, 2025 0 Comments