ଯେମିତି କାଉଁରିଆ କାଠି ଭାଙ୍ଗିଯାଏ କିନ୍ତୁ ବଙ୍କା ହୁଏନି, ସେହିପରି ଯେ ପର୍ଯ୍ୟନ୍ତ ବ୍ୟକ୍ତି ସାଂସାରିକ ବିଷୟ ପ୍ରତି କିମ୍ବା ଶତ୍ରୁ ଉପରେ ବୈରାଗ୍ୟ ଧାରଣ କରି ଭଗବାନଙ୍କଠାରେ ପୂର୍ଣ୍ଣ ଅନୁରକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେ କର୍ମ ବା ବୈଦିକ ପ୍ରଥା ସବୁ ଠିକ୍ ଠିକ୍ ପାଳନ କରିବା ସମ୍ଭବ ନୁହେଁ,
ଯେଉଁ ମାନେ ତ୍ରିଗୁଣ ରେ ମୋହିତ ହୋଇଥାନ୍ତି ସେମାନେ କର୍ମ ଫଳରେ ଆସକ୍ତି ହୋଇ ଯାଆନ୍ତି। କିନ୍ତୁ ଯେଉଁ ମାନେ ଏହି ତତ୍ତ୍ଵ କୁ ଜାଣନ୍ତି। ସେମାନେ ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ।
ତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତା ମତ୍-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)
“ଯେମିତି କାଉଁରିଆ କାଠି ଭାଙ୍ଗିଯାଏ କିନ୍ତୁ ବଙ୍କା ହୁଏନି, ସେହିପରି ଯେ ପର୍ଯ୍ୟନ୍ତ ବ୍ୟକ୍ତି ସାଂସାରିକ ବିଷୟ ପ୍ରତି କିମ୍ବା ଶତ୍ରୁ ଉପରେ ବୈରାଗ୍ୟ ଧାରଣ କରି ଭଗବାନଙ୍କଠାରେ ପୂର୍ଣ୍ଣ ଅନୁରକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେ କର୍ମ ବା ବୈଦିକ ପ୍ରଥା ସବୁ ଠିକ୍ ଠିକ୍ ପାଳନ କରିବା ସମ୍ଭବ ନୁହେଁ,
ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେମିତି ଅଜ୍ଞ ବ୍ୟକ୍ତିମାନେ ବିଶ୍ୱାସର ସହିତ ବୈଦିକ କର୍ମ-ଧର୍ମ କରିଥାନ୍ତି, ସେହିପରି ଜ୍ଞାନୀମାନେ ମଧ୍ୟ, ମାୟିକ ଫଳପ୍ରାପ୍ତିର କାମନା ନ ରଖି, ସଂସାର ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ଠାର ସହିତ କର୍ମ କରିବା ଉଚିତ । ତା ଛଡା, ଯେଉଁ ପରିସ୍ଥିତିରେ ଅର୍ଜୁନ ଅଛନ୍ତି ତାହା ଏକ ଧର୍ମଯୁଦ୍ଧ ଅଟେ । ତେଣୁ, ଜଣେ ଯୋଦ୍ଧା ଭାବରେ ଅର୍ଜୁନ ସମାଜର କଲ୍ୟାଣ ନିମନ୍ତେ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଉଚିତ୍।