Spread the love

ମୋଦିଙ୍କୁ-ରାହୁଲଙ୍କ ଟାର୍ଗେଟ
ଝାରସୁଗୁଡାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା
ବେଲପାହାଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ
ମୋଦି ଜେନରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ’!.
‘ପରେ ଗୁଜରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା’
ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ’
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି’!.ତେଣୁ ରାଜ୍ୟବାସୀ ଏହାର ନିଷ୍ପତି ନିଅନ୍ତୁ, ଦୁଇଟି ଦଳର ଭିତିରିଆ ସମ୍ପର୍କ ରହିଛି, ଏହା ଓଡିଶା ଵାସୀ ଜାଣି ରଖନ୍ତୁ,
ଓଡ଼ିଶାରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁନାହିଁ’
ପେଟ୍ରୋଲ ଓ ଖାଦ୍ୟ ସାମଗ୍ରୀ ଦର ବଢୁଛି ଫରକ ପଡ଼ୁନି’!.ମନ ଇଛା ରେଟ ବଢ଼େଇ ବଢ଼େଇ ଚାଲିଛନ୍ତି,

Leave a Reply

Your email address will not be published. Required fields are marked *