Spread the love

-ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ୱ ଦେଲେ ବିଏସ୍ଏଫ୍‌ DIG
-ଭୁବନେଶ୍ୱରରେ ବିଏସ୍ଏଫ୍‌ DIG ଧୀରେନ୍ଦ୍ର କୁମାରଙ୍କ ପ୍ରତିକ୍ରିୟା
-‘ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସ୍‌ଏଫ୍‌ ମୁତୟନ ହେବେ’
-‘ମାଲକାନଗିରି ଓ କୋରାପୁଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି’
-‘ସ୍ୱାଭିମାନ ଅଞ୍ଚଳରେ ସ୍ପେଶାଲ ଫୋର୍ସ ମୁତୟନ ହେବେ’
-‘ଛତିଶଗଡ଼ ଓ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ବେସ୍ କ୍ୟାମ୍ପ ସ୍ଥାପନ ହୋଇଛି’!.

Leave a Reply

Your email address will not be published. Required fields are marked *

You Missed