Spread the love Post navigation ବିଜେପି ତରଫରୁ ରାଜଭବନ ଆଗରେ ଧାରଣା ଚାଲିଛି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଆଇନି ପରିସ୍ଥିତି ଅସମ୍ଭାଳ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ଗୁଳି ମାରିବା ପରେ ମଧ୍ୟ୍ୟ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରୁଥିବାରୁ ସେ ଇସ୍ତଫା ଦିଅନ୍ତୁ. କିଛି ଦିନ ହେବ ସବୁ ରାଜନୀତି ଦଳର ବିକ୍ଷୋଭ ଆନ୍ଦୋଳନ ରେ ଭୁବନେଶ୍ୱର ପଡୁଛି ଉଠୁଛି.. ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଜୟନାରାୟଣଙ୍କ ପ୍ରତିକ୍ରିୟା। ‘ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରିପାରିବେ’। ‘ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ’। ‘ସେ ଯେଉଁଠିକି କହିବେ ସେଠାକୁ ଯିବି , ମୋତେ ମାରିପାରିବେ’!.
News मध्य अफ्रीका के देश कांगो में कांगो नदी में हुए एक भीषण नाव हादसे में 148 लोगों की मौत-रॉयटर्स समाचार एजेंसी Darshan Samikhya Apr 24, 2025 0 Comments
News Gold //पृथ्वी पर सोना मुख्य रूप से अंतरिक्ष से आए उल्कापिंडों के माध्यम से पहुंचा है, जो सुपरनोवा विस्फोट के दौरान बने थे. इन उल्कापिंडों में सोने के कण थे, जो पृथ्वी पर आकर जमा हो गए. Darshan Samikhya Apr 24, 2025 0 Comments
News ହୁଣ୍ଡ ଦୌଡ଼ିଲା// ପୋଲିସ ର ଉଗ୍ରରୂପ ଦେଖି ଛାନିଆ ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ,ଏନକାଉଣ୍ଟର କରି ହୁଣ୍ଡକୁ କାବୁ କରିଛି ଢେଙ୍କାନାଳ ପୋଲିସ। Darshan Samikhya Apr 24, 2025 0 Comments