Spread the love

ଏକ ବୈଦୁତିକ ଗଣମାଧ୍ୟମ ଚାନେଲ ର ଷ୍ଟ୍ରିଙ୍ଗ ଅପରେସନ ରେ ଫସିଲେ ଭଦ୍ରକ ପରିବହନ କାର୍ଯ୍ୟାଳୟ କର୍ମଚାରୀ.ଓଡ଼ିଶା ସରକାର ସୋଚ୍ଛ ଶାସନ ଚଲାଉ ଥିଲାବେଳେ ମୋ ସରକାର ଆରମ୍ଭ କଲେ ସରକାରୀ ଅଫିସ ରେ ଲାଞ୍ଚ କାରବାର ପ୍ରାୟତଃ କମୁଥିବାବେଳେ ବେଳେବେଳେ କିଛି ବିଭାଗ ର କିଛି କର୍ମଚାରୀ ଲୋକଙ୍କୁ ହଇରାଣ କରିବା ଏକ ଅଭ୍ୟାସ ରେ ପରିଣତ ହେଲାଣି. ପରିବହନ କାର୍ଯ୍ୟଳୟ ଗୁଡିକରେ ପୁଣି କିଛି ଠିକା କର୍ମଚାରୀ ଙ୍କୁ ରଖି ବିଭାଗୀୟ ଅଧିକାରୀ ମାନେ ଲାଞ୍ଚ ନେବା ଆରମ୍ଭ କରୁଛନ୍ତି. ଗତକାଲି ଏକ ପ୍ରମୁଖ ଗଣମାଧ୍ୟମ ର ଷ୍ଟ୍ରିଙ୍ଗ ଅପରେସନ ରେ ଏକାବେଳେକେ ତିନି ଜଣ ଖୁଲମଖୁଲା ଟଙ୍କା ନେଉଥିବାବେଳେ କ୍ୟାମେରା ଆଗରେ ଧରାପଡ଼ିଲେ.. ପରିବହନ କମିଶନର ଙ୍କ ନିଷ୍ପତ୍ତି କୁ ଅପେକ୍ଷା କରାଯାଇଛି ଏପରି ଜଘନ୍ୟ ଅପରାଧୀ ଙ୍କୁ କେଉଁ ଦଣ୍ଡ ମିଳୁଛି.

Leave a Reply

Your email address will not be published. Required fields are marked *