Spread the love

ଗତ କାଲି ଧନୁପାଲି ଥାନା ଅଧିକାରିଣୀ ଙ୍କୁ ଜା୍ୟନାରାୟଣ ମିଶ୍ର ଧକା ମାରିବା ଘଟଣା ରେ ଓଡିଶା ରାଜନୀତି ଏକ ଭିନ୍ନ ରୂପ ନେବାକୁ ଯାଉଛି. ସମ୍ବଲପୁର ରେ ବିଜେପି ର ଧାରଣା ଚାଲୁଥିବା ବେଳେ ପୋଲିସ ପହଂଚି ଆଇନି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବିଜେପି ର କର୍ମୀ ମାନଙ୍କ ସହିତ କଥା ବାର୍ତା ଚାଲୁଥିବାବେଳେ ଧକା ମରା ମରି ଆରମ୍ଭ ହେବାରୁ କିଏ କାହାକୁ ମାରିଲା କିଛି ଜାଣି ହେଉନଥିବା ବେଳେ ଆଜି ଭୁବନେଶ୍ୱର ଲୋୟର ପି ଏମ ଜି ରେ ରାଜ୍ୟ ବିଜେଡି ମହିଳା ମୋର୍ଚା ତରଫରୁ ବିରୋଧ ଆନ୍ଦୋଳନ ହେଉଛି. କିନ୍ତୁ ବିଧାୟକ ଜା୍ୟନାରାୟଣ ମିଶ୍ର କହିଛନ୍ତି ମୁଁ ମାଡ଼ ଖାଇଛି ମୁଁ କାହାକୁ ମାରି ନାହିଁ..

Leave a Reply

Your email address will not be published. Required fields are marked *