Spread the love

ଆଜି ଅନ୍ତର୍ଜାତୀୟ ଦିଲ୍ଲୀ ରେ ଥିବା ସମ୍ବାଦ ପରିବେଷଣ ସଂସ୍ଥା ବିବିସି ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ. କର୍ମଚାରୀ ଙ୍କ ମୋବାଇଲ ଜବତ କରି ଏକତ୍ରିତ କଲେ. ଯାହା ଜଣାପଡୁଛି ସଂସ୍ଥା ର ଗୋଟେ ଡକୁମେଣ୍ଟ ପ୍ରୋଗ୍ରାମ କୁ ନେଇ କିଛି ଦିନ ତଳେ ଏକ ତଥ୍ୟ ଉପରେ ବିଭିନ୍ନ ରାଜନୀତି ଙ୍କ ଦଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ.. ହୁଏତ ଆଉ କଣ ହେଇପାରେ ଖବର ଟୀ କଣ କେହି ଜାଣିପାରୁନାହାନ୍ତି. ଅଫିସ ବାହାରେ ସାମ୍ବାଦିକ ମାନଙ୍କ ଭିଡ଼ ଲାଗିଲାଣି. ଉକ୍ତ ସଂସ୍ଥା ର ଲଣ୍ଡନ. ମୁମ୍ବାଇ ଅଫିସ ମଧ୍ୟ୍ୟ ଆୟକର ସ୍କାନର ରେ ଯାହା ଜଣାପଡୁଛି..

Leave a Reply

Your email address will not be published. Required fields are marked *