Spread the love

BJPରେମିଶିଲେପ୍ରଶାନ୍ତ_ଜଗଦ୍ଦେବ

ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
BJP ରାଜ୍ୟ କାର୍ଯ୍ୟାଳୟରେ ମିଶିଲେ ଜଗଦ୍ଦେବ
ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୋଗଦେଲେ
ସାଂସଦ ଅପରାଜିତା ଷଡ଼ଙ୍ଗୀ, BJP ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ମିଶିଲେ
ନବୀନରାଜନୀତିରୁନିବୃତ୍ତ_ରହନ୍ତୁ- କହିଲେ ପ୍ରଶାନ୍ତ

  • ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରହନ୍ତୁ କହିଲେ ପ୍ରଶାନ୍ତ
  • ‘ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି, ସୁରକ୍ଷା ଦିଅନ୍ତି’
  • ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି’ ମୁଁଆଜିବହୁତ_ଖୁସି- ପ୍ରଶାନ୍ତ
  • ବିଜେପିରେ ସାମିଲ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ
  • ବିଜେପିରେ ମିଶି ମୁଁ ଆଜି ବହୁତ ଖୁସି କହିଲେ ପ୍ରଶାନ୍ତ
  • ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରନେତୃତ୍ୱ ମୋତେ ପ୍ରେରଣା ଦେଇଛି’ ‘ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ’
  • ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ବୋଲି କହିଲେ ପ୍ରଶାନ୍ତ
  • ଏବେ ଓନ୍‌ଲି ଆକ୍ସନ, ନୋ ରିଆକ୍ସନ- ପ୍ରଶାନ୍ତ ଜଗଦ୍ଦେବ

Leave a Reply

Your email address will not be published. Required fields are marked *