Spread the love

ବିଜେଡି ଛାଡି କଂଗ୍ରେସ ରେ ଯୋଗଦେଲେ ରାଉରକେଲା ର ବି ଏନ ପଟନାୟକ, ଗତକାଲି ଭୁବନେଶ୍ୱର ସ୍ଥିତ କଂଗ୍ରେସ (ପି ସି ସି)କାର୍ଯ୍ୟାଳୟ ରେ ଵିଧି ବଦ୍ଧ ଭାବେ କଂଗ୍ରେସ ରେ ଯୋଗ ଦେଲେ,, ଶ୍ରୀ ପଟନାୟକ ହେଉଛନ୍ତି ପୂର୍ବତନ ରାଜ୍ୟ ସଭାପତି କିନ୍ତୁ ସେ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଥିଲେ, ବିଜେଡି ରେ ନୀତି ନିୟମ କିଛି ନାହିଁ ନାଁ କେହି କାହା କଥା ଶୁଣୁନାହାନ୍ତି,,,କଂଗ୍ରେସ ର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ପି ସି ସି ସଭାପତି ଶରତ ପଟନାୟକ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ, କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ କଂଗ୍ରେସ ର ଓଡିଶା ପ୍ରଭାରୀ ଅଜୟ କୁମାର ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରବୋଧ ଦାସ ଓ ସୂର୍ଯ୍ୟକାନ୍ତ ବାରିକ, ଶିଶୁ ବରାଳ ଓ ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା, କଂଗ୍ରେସ ସଭାପତି ଶରତ ପଟନାୟକ କହିଲେ କଂଗ୍ରେସ ବର୍ତମାନ ସରକାର କରିବାକୁ ଯାଉଛି, ଓଡିଶା ର ଗଳି କନ୍ଦିରେ ଆମର ସମର୍ଥିତ କର୍ମୀ ଅଛନ୍ତି, ସମୟ କୁ ଅପେକ୍ଷା କରନ୍ତୁ,,

Leave a Reply

Your email address will not be published. Required fields are marked *

You Missed