Spread the love

ବିଜେଡ଼ିରେ ଘଳିଆ ପଡ଼ିଛି: ପ୍ରଶାନ୍ତ
-ନେତାଙ୍କ ବିଜେଡ଼ି ଛାଡ଼ିବା ପ୍ରସଙ୍ଗରେ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା
-‘ବିଜେଡ଼ିରେ ଘଳିଆ ପଡ଼ିଛି , ଧୀରେ ଧୀରେ ଘାଇ ହେବାକୁ ଯାଉଛି’
-‘ବିଜେଡ଼ି ନେତାମାନେ ରୁନ୍ଧି ହୋଇଯାଇଛନ୍ତି , ନିଶ୍ବାସ ନେଇ ପାରୁନାହାନ୍ତି’
-‘କାମ କରିବାକୁ ଓ ଦଳୀୟ ନେତୃତ୍ବ ନେବାକୁ ସୁଯୋଗ ମିଳୁନି’
-‘ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତର ସ୍ବପ୍ନ ଦେଇଛନ୍ତି’
-ଛତିଶଗଡ଼ ଭଳି ଓଡ଼ିଶାରେ ବି ପଦ୍ମ ଫୁଟିବ- ଜଗଦ୍ଦେବ!. -ଏପଟେ ପିସିସି ର ଟାର୍ଗେଟ ଜ୍ୟରେ ଠିକାଦାର ପ୍ରୀତିକୁ ନେଇ ପିସିସି ମୁଖପାତ୍ରଙ୍କ ଟାର୍ଗେଟ
-ନବୀନ-ପାଣ୍ଡିଆନ ସରକାର ୩୦% ପିସି ସରକାର କହିଲେ ସୁଦର୍ଶନ ଦାସ
-‘ପଞ୍ଚାୟତରୁ ରାଜଧାନୀ ଯାଏଁ ଯେଉଁ କାମ ହେଉଛି , ୩୦% ପିସି ନିଆଯାଉଛି’
-‘ପୁରୁଣା କାମରେ ନୂଆ ଫଳକ ଲଗାଇ ପିସି ଖାଉଛନ୍ତି’
-‘ନିର୍ବାଚନ ଜିତିବା ପାଇଁ ଟଙ୍କା ହଡ଼ପ କରାଯାଉଛି’!.

Leave a Reply

Your email address will not be published. Required fields are marked *