Spread the love

. *💎 ବିଛା ଶୁଭ ନା ଅଶୁଭ 💎*

*✡️ ବିଛା ଦେଖିଲା ମାନେ ଆମେ ସଙ୍ଗେ ସଙ୍ଗେ ତାକୁ ଜୀବନରୁ ମାରିଦେଇଥାଉ I କାହିଁକିନା ବିଛା ପ୍ରତି ଆମର ପ୍ରବଳ ଭୟ ଥାଏ I ଆମେ ଭାବିଥାଉ କି ବିଛା କାମୁଡି ଦେବ ,ଅବଶ୍ୟ ଏହା ସତ୍ୟଯେ ବିଛା କାମୁଡ଼ିଲେ ବହୁତ ଯନ୍ତ୍ରଣା ହେଇଥାଏ I ବିଛା ସାଧାରଣତଃ ଅନେକ ପ୍ରକାର ନାଲି ,କଳା ଛୋଟ ବିଛା ଅନ୍ୟତମ I କିନ୍ତୁ ଯଦି ଆପଣ କେବେ କୌଣସି ବିଛା ଦେଖନ୍ତି ଏହାକୁ ମାରନ୍ତୁ ନାହିଁ କାହିଁକିନା ବିଛା ତା ଜୀବନ କାଳରେ ମାତ୍ର ଥରଟେ ଛୁଆ ଦେଇଥାଏ I ଆପଣ ଯଦି କେଉଁ ବିଛାକୁ ମାରିଦେଉଛନ୍ତି ତେବେ ତାହା ବଂଶ ଆପଣ ବୁଡ଼େଇଦେଲେ I ବିଛା କୁ ନମାରି କେଉଁ ଏକ ଅଜଣା ଜାଗାରେ ଛାଡି ଦିଅନ୍ତୁ।*

*✡️ ବିଛାକୁ ନେଇ ଆମ ମନରେ ଅନେକ ନକାରାତ୍ମକ ଭାବନା ରହିଛି I ତେବେ ଜାଣି ରଖନ୍ତୁ ବିଛା ଅଶୁଭ ନୁହେଁ I ଯଦି ଆପଣ କେଉଁ କାମରେ ବାହାରିଛନ୍ତି ଏବଂ ବିଛା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଏବଂ ଆପଣଙ୍କର କାର୍ଯ୍ୟ ସିଦ୍ଧି ହେଇଥାଏ I ଘରେ ଯଦି ବିଛା ଦେଖନ୍ତି ତେବେ ଆପଣଙ୍କର କୌଣସି ଏକ କାର୍ଯ୍ୟ ଆଗାମୀ ସାତ ଦିନ ମଧ୍ୟରେ ପୂରଣ ନିଚୟ ହେବ।*

*✡️ କିନ୍ତୁ ଯଦି କଳା କଙ୍କଡା ବିଛା ଦୁଇରୁ ତିନୋଟି ଧାଡି ବାନ୍ଧି ଘରେ ଚାଲୁଥିବାର ଦେଖିବେ ଏହା ଅଶୁଭ ଅଟେ I ଧନ ହାନି ହେବାର ସମ୍ଭାବନା ରହିଥାଏ ବୋଲି ମନାଯାଏ।*

. *ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ*
. *🙏🙏🙏ଜୟ ମା ଦୁର୍ଗା 🙏🙏🙏*

Leave a Reply

Your email address will not be published. Required fields are marked *