Spread the love


ହର ହର ମହାଦେବ ..
ଦର୍ଶକ ବନ୍ଧୁ ପୌରାଣିକ କଥା ଅନୁସାରେ ପୂର୍ବ କାଳରେ ଯେତେବେଳେ ଗାଡି ମଟର ସୁଭିତା ନଥିଲା ..ସେତେବେଳେ ଧନିଲୋକ ମାନେ ବଳଦ ଗାଡି ଓ ଘଡା ଗାଡି ସାହାରା ନେଉଥିଲେ, ଗରିବ ଲୋକଙ୍କ ପାଇଁ ତ ପାଦରେ ଚାଲିବା ଏକ ମାତ୍ର ଉପାୟ ଥିଲା
ସେହି ସମୟ ରେ ଗରିବ ଶିବ ଭକ୍ତ ଜଣେ କେଦାର ନାଥ ଙ୍କ ଯାତ୍ରା ପାଇଁ ନିଷ୍ପତ୍ତି ନେଇଗଲେ ,ଆଉ ପାଦରେ ଚାଲିବା ପାଇଁ ଆରମ୍ଭ କରିଦେଲେ ସେ ଭକ୍ତ ଜଣେ ଏତେ ଶାନ୍ତ ସରଳ ଥିଲେ ଯେ
କେଦାର ନାଥ ରାସ୍ତା ବି ଜଣା ନଥିଲା। ପରନ୍ତୁ ମନରେ କିନ୍ତୁ ଅଖଣ୍ଡ ବିଶ୍ବାସ ଥିଲା । ଯେ ବାବା କେଦାର ନାଥ ତାଙ୍କୁ ନିଶ୍ଚିତ ଦର୍ଶନ ଦେବ। ଏମିତି ରାସ୍ତାରେ ଲୋକଙ୍କୁ ପଚାରି ପଚାରି ଧୀରେ ଧୀରେ ରାସ୍ତା ରେ ଚାଲି ଚାଲି ଅଗକୁ ବଢିଥିଲା । ଜୟ ଭୋଳ ଶଙ୍କରଙ୍କ ଜପ କରି ଲଗାଦର୍ ୨ମାସ ଧରି ଚାଲିବାକୁ ଲାଗିଥିଲା ଆଉ ଦୁଇ ମାସ ପରେ କେଦାର ନାଥ ମନ୍ଦୀର ସମ୍ମୁଖରେ ପହଞ୍ଚି ଗଲା। ପରନ୍ତୁ ସେଠୀ ଦେଖିବାକୁ ମିଳିଥିଲା ସୁନ ସାନ୍ ଜାଗା ଭଳି ଆଉ ମନ୍ଦୀର ମଧ୍ୟ ବନ୍ଦ୍ ପଡ଼ିଥାଏ ନାହିଁକି ବହୁତ ମାତ୍ରା ରେ ବର ଖଣ୍ଡ ମଧ୍ୟ ପଡୁଥିଲା। ଏହି ସବୁକୁ ଦେଖି ମନରେ ବହୁତ ପ୍ରଶ୍ନ ଉଠୁଥିଲା ସେ ସବୁ ପ୍ରଶ୍ନ ସହ ମନ୍ଦୀର ସମ୍ମୁଖକୁ ପହଞ୍ଚି ଯାଉଥିଲା। ସେତେ ବେଳେ ତକୁ ଭରସା ଆସିବାକୁ ଲାଗିଲା ସେ ଦେଖିବାକୁ ପାଇଲା ମନ୍ଦିର ଭିତରୁ କେହି ଜଣେ ବାବାଜୀ ମନ୍ଦୀର ବନ୍ଦ୍ କରି ଘରକୁ ଯାଉ ଥିବାର। ସେ ବାବାଜୀ ଙ୍କୁ ପଚାରିଲା ମୁଁ ବାବା ଙ୍କୁ ଦର୍ଶନ କରିବାକୁ ଚାହୁଛି?
ବାବାଜି ଜଣକ କହିଲେ ମନ୍ଦିର ତ ବନ୍ଦ୍ ହେଲାଣି ଏବେ ଛଅ ମାସ ପରେ ଖୋଲାଯିବ l ଏକଥା ଶୁଣି ଭକ୍ତ ଜଣ ପାଦ ତଳେ ମାଟି ଖସିଲା l
ଆପଣ ଭାବୁଥିବେ ଏମିତି କାହିଁକି ?
ଭକ୍ତ ଜଣ କାରଣ ପଚାରିବାରୁ ବାବାଜୀ କହିଲେ କେଦାର ନାଥ ମନ୍ଦିର ବର୍ଷକ ମଧ୍ଯରେ ଛଅ ମାସ ଖୋଲା ରହେ ଛଅ ମାସ ବନ୍ଦ୍ ରହେ ତଥା ଦୀପାବଳୀ ଦିନ ଠାରୁ ମନ୍ଦିର ବନ୍ଦ୍ ହୋଇଯାଏ ସେତେ ବେଳେ ଅଧିକା ବରଫ ପଡ଼ିଥାଏ ଓ ମନ୍ଦିର ଚାରି ପଟେ ବରଫ ଘୋଡେ଼ଇ ହୋଇଯାଏ ସେଟି ଯିବା ବିପଦ କିଛି କମ୍ ନୁହେଁ ।
ଏଣୁ ଏପ୍ରିଲ ମାସ ଅକ୍ଷୟ ତୃତୀୟା ଦିନ ମନ୍ଦିର ଖୋଲା ଯାଏ ଓ ସମସ୍ତ ଭକ୍ତଙ୍କୁ ବାବା କେଦାର ନାଥ ଦର୍ଶନ ଦିଅନ୍ତି । ଏକଥା ଶୁଣି ଭକ୍ତ ଜଣକ ଆଖିରୁ ଲୁହ ବୋଇବାକୁ ଲାଗିଲା କାନ୍ଦିକିରି ବାବାଜୀ ଙ୍କୁ କହିଲା ମୁଁ ଦୁଇ ମାସ ଧରି ପଦାରେ ଚାଲି ଚାଲି ଆସିଛି ମୁଁ ବହୁତ ଗରିବ ଏତେ ଥଣ୍ଡା ଶୀତ ରେ କୁଆଡେ ଯିବି। ବାବାଜୀ ମତେ ଥରଟେ ବାବ ଭୋଳନଥ ଦର୍ଶନ କରିବାକୁ ଦିଅନ୍ତୁ ସେହିଜଗରେ ଯଦି ଧନି ଲୋକ ହୋଇଥାନ୍ତା ହୁଏତ ମାନିନେଇଥାନ୍ତେ ।
ପରନ୍ତୁ କହିଲେ ଛଅ ମାସ ପରେ ଆସ ।ନହେଲେ ଏଇ ମାସ ରହିଯାଆ। ଏହା କହି ବାବାଜୀ ଜଣ ସେଟୁ ପଳେଇଗଲେ ।ଧୀରେ ଧୀରେ ରାତି ହେବାକୁ ଲାଗିଲା ଓ ବରଫ ମଧ୍ୟ ପଡୁଥାଏ ଥଣ୍ଡା ଶୀତ ରେ ଥରୁ ଥିଲା ଭକ୍ତ ଜଣକ କିନ୍ତୁ ମନରେ ହାର ମାନୁ ନଥିଲା ପରନ୍ତୁ ଦୃଢ ନିଷ୍ପତ୍ତି ନେଇଥିଲା ସେ ବାବା ଙ୍କୁ ଦର୍ଶନ କରିବା ଛଡା ସେଠୁ ଜିବନାହି ସେହି ସମୟରେ ଗୋଟେ କିରଣ ଦେଖା ଯାଏ ଜଣେ ଅଘରି ବାବା ତା ପାଖକୁ ଖାଇବା ଆସୁଛନ୍ତି ବାବାଜଣକ ଭକ୍ତ କୁ କହିଲେ ଭଉତ ଥକି ଜିଵଣି ଖାଇଲି ସୋଇ ପଡ ।ଶିବ ଭକ୍ତ ଜଣେ ଥକି ଯାଇଥିଲେ ଓ ଖାଇ ସୋଇଯାଇଥିଲେ ସକାଳୁ ଉଠି ଦେଖିଲାବେଳୁ କୋଉଥିବି ବରଫ ଦେଖାଯାଉ ନଥିଲା ଆର୍ଶଯ୍ୟ ହୋଇଗଲା ସେତବେଳେ ସେ ଆଘରି ବାବା କଥା ମନେ ପଡ଼ିଲା ଆଉ ସେ ଖୋଜିବାକୁ ଲାଗିଲା ଯେତେ ବେଳେ ବାବା ନମିଳିଲା ସେ ମନ୍ଦିର ପାଖରେ ବସିଲା ତେବେ ନଜର ବାବାଜି ଉପରେ ପଡିଲା ସେ ବାବାଜୀ ତା ପାଖକୁ ଆସୁଥିଲେ ସେ ବାବାଜୀ କୁ ପଚାରିଲା ଅଜି କଣ ମନ୍ଦିର ଖୋଲା ହଉଛି ସେ ବାବାଜୀ କହିଲେ ହଁ ଆଜି ଖୋଲା ଯାଇଛି ଏହା ଛଅ ମାସ ପରେ ଖୋଲା ଯାଇଛି ତେବେ ସେ ଶିବ ଭକ୍ତ ଙ୍କୁ ଚିହ୍ନ ପାରୁନଥିଲେ ଭକ୍ତ ଜଣ କହିଲେ ମହାରାଜ କାଲି କହୁଥିଲେ ଛଅ ମାସ ପୂର୍ବ ରୁ ଖୋଲା ହେବ ନାହିଁ ବୋଲି ଆଜି କଣ ଏମିତି।ମହାରାଜ କହିଲେ ମୁଁ ବୁଝିପାରୁନହିଁ? ତାହା ପରେ ଧୀରେ ଧୀରେ ମାନେ ପଡ଼ିବାକୁ ଲାଗିଲା । ସେ କହିଲେ ମୁଁ ଛଅ ମାସ ତଳେ କହିଥିଲି । କିନ୍ତୁ ଶିବ ଭକ୍ତ ମାନିବାକୁ ପ୍ରସ୍ତୁତ ନଥିଲା ଦୁତିଆ କଥା ହେଲା ପୂଜାରୀ ଜଣକ ବାବା କେଦାର ନାଥ ଙ୍କ ଚମତକାର କଥା ମନେ ପଡ଼ିଲା ସେ ଭକ୍ତ ଜଣକୁ ପଚାରିଲେ ତମ ସହ କଣ ହୋଇଥିଲା ସେ ସବୁ ଠିକ୍ ଠିକ୍ କୁହ ସିବ ଭକ୍ତ ଜଣେ ଠିକ୍ ଭାବିଲେ ଆଉ ସବୁ କଥା କହିଲେ ଏହି କଥା ଶୁଣି ବାବାଜି ଆଖି ରୁ ଲୁହ ଝରିଲା ବାବାଜି ଭକ୍ତ କୁ ପଚାରିଲେ ଅଘରୀ ବବା ଜଣ କ ଦେଖିବାକୁ କେମିତି ଥିଲା ଭକ୍ତ ଜଣକ କହିଲା ପୁରା ଅଘାରି ପରି ଦେହରେ ବାଘର ଛାଲ ଥିଲା ଓ ହାତରେ ତ୍ରିଶୂଳ ଧାରଣ ଆଉ ରୁଦ୍ରାକ୍ଷ ମାଳ ସହ ଥିଲା ଶରୀର ଏହିକଥା ଶୁଣି ବାବାଜୀ ଜଣ ଭକ୍ତ ଜଣକ ପାଦ ତଳେ ପଡ଼ିଗଲେ। ଗରୀବ ସିବ ଭକ୍ତ ପାଦ ଧରି ବାବାଜୀ ଜଣ କହିଲେ ହେ ଶିବ ଭକ୍ତ ତମକୁ ସୋୟମ୍ ଭୋଳା ଶଙ୍କର ଦର୍ଶନ କରିବାକୁ ଆସିଥିଲେ ତୁମେ ଧନୋୟ ହୋ ତୁମାପଖକୁ ଶୋୟମ କେଦାର ନାଥ ଆସିଥିଲେ ସେ ତାଙ୍କର ମାୟା ରେ ତମ ପାଇଁ ଛଅ ମାସ ବଦଳେ ଗୋଟେ ଦିନ କରିଥିଲେ କାଳ ଘଣ୍ଟା କୁ ପରିବର୍ତ୍ତନ ପାଇଁ କେବଳ ଦେବଦଦେବ ମହାଦେବ ଙ୍କ କ୍ଷମତା ରହିଛି ଯାଜପୁର ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ

Related Post

Leave a Reply

Your email address will not be published. Required fields are marked *