Spread the love

ଏଣିକି ପ୍ରେମିକ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିପାରିବେନି କୌଣସି ମହିଳା. ମୁବାଇ କୋର୍ଟ ଦେଲେ ଫଇସଲା ଅର୍ଡର.. ସାଙ୍ଗ ହେଇ ବୁଲିବା ଘରୁ କାହାର ଅନୁମତି ନନେଇ ପ୍ରେମ କରିବା ପଡିଛି ମାହାଙ୍ଗା. ଏକ ଅଭଯୋଗ ର ଶୁଣାଣି କରି କୋର୍ଟ କହିଲେ ଦୁଷ୍କର୍ମ ଏକ ଭିନ୍ନ ସଂଗୀନ ଅଭିଯୋଗ..ଅଭିଯୋଗ କରୁଥିବା ମହିଳାଙ୍କ ସମ୍ପର୍କ ପୁରୁଷ ସହିତ କିପରି ଭାବରେ ଓ କେତେଦିନ ଧରି ନଜାଣି ଦଫା ଲଗାଯାଇ ପାରିବନି..ଆଜିକାଲି ଏହିପରି ବହୁତ ଘଟଣା ବହୁତ ନଜର କୁ ଆସୁଛି ପ୍ରେମିକ ପ୍ରେମିକା ସହମତିରେ ସବୁକିଛି ଚାଲୁଥିବା ବେଳେ ମତାନ୍ତର ଘଟିବାରୁ ମହିଳାଟି ଥାନାରେ ଦ୍ୱାରସ୍ତ ହେଉଛି.. 2016 ରେ ଘଟିଥିବା ଘଟଣା ଉପରେ ରାୟ ଦେଲେ……

Related Post

Leave a Reply

Your email address will not be published. Required fields are marked *