Spread the love

ଲେଖାଶ୍ରୀଙ୍କୁ ବାଲେଶ୍ବରରୁ ବିଜେଡ଼ି ପ୍ରାର୍ଥୀ କରିବା ଚର୍ଚ୍ଚା ପ୍ରସଙ୍ଗ
-ବିଜେପି ବାଲେଶ୍ଵର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା
-ବାଲେଶ୍ଵରରେ ଲେଖାଶ୍ରୀ ଦୃଶ୍ୟମାନ ନୁହନ୍ତି: ପ୍ରତାପ
-‘ଲେଖାଶ୍ରୀ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ ଅସୁବିଧା ନାହିଁ’
-‘ଏଥର ବାଲେଶ୍ଵରରେ ବିଜେପିର ଭଲ ଫଳାଫଳ ହେବ’
-‘ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ , ଘୋଷଣାକୁ ଅପେକ୍ଷା’!.
ଓଡ଼ିଶାର ବିଜେପିରେ ତ୍ରୁଟି ରହିଛି: ସସ୍ମିତ ପାତ୍ର!.
– ରାଜ୍ୟ ବିଜେପିକୁ ସସ୍ମିତ ପାତ୍ରଙ୍କ ଟାର୍ଗେଟ
– ନିର୍ବାଚନ ଆସିଲେ କେବଳ ବିରୋଧ କରନ୍ତି
– ପରାସ୍ତ ହେବାକୁ ଯାଉଥିବାବେଳେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି!.

Leave a Reply

Your email address will not be published. Required fields are marked *