ପୁଣି କଟଜ ରେ ଆଉ ଏକ ବେଆଇନି କମ୍ପାନୀ ଜବତ, ଏହା ଏକ ଏପରି ଅଦ୍ଭୁତ କମ୍ପାନୀ ଯାହାକୁ ବିଶ୍ୱାସ କରିବାକୁ ହେଲେ ବିଭିନ୍ନ ଟେକନୋଲୋଜି ଜ୍ଞାନ ଥିବା ସରକାରୀ ବିଭାଗ ର ତଦନ୍ତ ସାପେକ୍ଷ୍ୟ କାରଣ ଏହା ଏକ ନୂଆ କାରଖାନା,, ଓଜନ ହେଉଥିବା ଇଲେକ୍ଟ୍ରୋନିକ୍ସ କଣ୍ଟା ମେସିନ,, ଆଜି ଆଉ ସେ ପୁରୁଣା ଦଣ୍ଡି ପାଲା ନାହିଁ,, ସଉଦା ବା ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବର୍ତମାନ ତାହା ବ୍ୟବହାର ହେଉଛି,, ଓଡିଶା ପୋଲିସ କୌଣସି ସୂତ୍ରରୁ ଖବର ପାଇ, ଚଢ଼ାଉ କରିଥିଲେ କଟକ ନୂଆପଡା, ବାଲିସାହି ଅଞ୍ଚଳରେ,, ଚଢ଼ାଉରେ ସାମିଲ ଥିଲେ ସତନ୍ତ୍ର ସ୍କ୍ୱାଡ଼ ଓ ଓଜନ ମାପ ବିଭାଗର ସ୍କ୍ୱାଡ଼,,, 10 ଜଣ କୁଶଳୀ କର୍ମଚାରୀ କମ୍ପାନୀ ରେ କାମ କରୁଥିଲା ବେଳେ ମାଳ ମାଳ ଇଲେକ୍ଟ୍ରୋନିକ୍ସ ପଦାର୍ଥ, ଅନେକ ଦୋକାନରେ ଏହି କମ୍ପାନୀ ର ଓଜନ କଣ୍ଟା ମେସିନ ବ୍ୟବହାର ହେଉଥିଲା ବେଳେ ଅସଂଖ୍ୟ ଗ୍ରାହକ ଅଭିଯୋଗ କରୁଥିଲେ,ଯେ ଏକକିଲୋ ସାମଗ୍ରୀ କିଣିଲେ ଓଜନ ପରିମାଣ କମ ରହୁଛି,,, ପରୀକ୍ଷା ମୂଳକ ଭାବେ ଗୋଟିଏ ଦୋକାନ ରୁ ଜିନିଷ ଆଣି ଆଉ ଗୋଟିଏ ଜାଗାରେ ଓଜନ କଲେ ଫରକ ରହୁଛି,ଯାହା ଆଗରୁ ଖବର ମିଳିଥିଲା ସ୍ପେଶାଲ ସ୍କ୍ୱାଡ଼ କୁ 25 ଟି ନୂଆ ମେସିନ ଜବତ ହେଇଥିବା ବେଳେ କିଛି ଯନ୍ତାନ୍ସ କୁ ପଠାଯିବ ଅନୁସନ୍ଧାନ କରିବାକୁ ବିଭିନ୍ନ ତଦନ୍ତ କାରି ବିଭାଗ କୁ,ନୂଆପଡା କମ୍ପାନୀ ର ମାଲିକ ଚିତ୍ତରଞ୍ଜନ ବନି କହିଲେ ଆମର ମେସିନ ଠିକ କିନ୍ତୁ ଆମେ ସଠିକ ସାର୍ଟିଫିକେଟ ପାଇନାହୁଁ,,,ଓ ଆମ ଠାରୁ କ୍ରୟ କରି ଦୋକାନୀ ଯଦି କିଛି ହେରଫେର କରୁଥିବେ, ଆମେ କେମିତି ଜାଣିବୁ,,, ଯାହାହେଉ ମାଲିକ ଙ୍କୁ କୋର୍ଟ ରେ କହିବାକୁ ପଡିବ ସତ୍ୟ କଣ, କୋର୍ଟ ରେ ଡାକରା ଅପେକ୍ଷାରେ କମ୍ପାନୀ ମାଲିକ,,,,