ନୂଆପଡ଼ାରେ ଅପରେସନ ଏଡିଜି ଅମିତାଭ ଠାକୁର
ନକ୍ସଲପ୍ରବଣ ସୁନାବେଡ଼ା ଓ ଜାମଗାଁ ପରିଦର୍ଶନ ପରେ ସୂଚନା.
ନୂଆପଡ଼ା ଜିଲ୍ଲାକୁ ନକ୍ସଲମୁକ୍ତ କରାଯିବ: ଅମିତାଭ
ଏଥିପାଇଁ ଛତିଶଗଡ଼ ସୀମା ପୋଲିସ ସହ କଥାବାର୍ତ୍ତା ସରିଛି.
ନକ୍ସଲ ଦମନ ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ: ଅମିତାଭ.