Spread the love

ନୀଳଗିରି: ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚଶିଳାନ୍ୟାସ ଫଳକରେ ନାଁ ନଥିବାରୁପ୍ରତିବାଦରେଭାଙ୍ଗିଦେଲେ
ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲହାଇଡ୍ରାମା
କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକ,ଶିଳାନ୍ୟାସ ପାଇଁ ପହଞ୍ଚିଥିଲେ ବିଧାୟକସୁକାନ୍ତ ନାୟକ
ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚ*
ତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସକରିଥିଲେ ବିଧାୟକବିଧାୟକ ଶିଳାନ୍ୟାସ କରିବା ପରେ ଫଳକ ଭାଙ୍ଗିଦେଲେସରପଞ୍ଚ

Leave a Reply

Your email address will not be published. Required fields are marked *

You Missed