Spread the love

ଆଜିକାଲି ଅଧିକାଂଶ ରାଜନୀତି ଲୋକମାନଙ୍କ ଚାରିଚକିଆ ଥିବା ଦେଖଯାଉଛି,, ସେ ଜଣେ କର୍ପୋରେଟର ହୁଅନ୍ତୁ ବା ସରପଞ୍ଚ ନିଶ୍ଚିତ କାର ଚଢ଼ୁଥିବା ନଜର ରେ ପଡେ,, ଆଜି କିନ୍ତୁ ଏମିତି ଏକ ରାଜନୀତି ଙ୍କ ବ୍ୟକ୍ତି ଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ଥୟ, ଯିଏ ଜୀବନରେ ପ୍ରଥମ ବିଧାୟକ ହେଇ ନିଜ ଶଳା ଙ୍କ ସାଙ୍ଗରେ ମଟରସାଇକେଲ ରେ 300କିଲୋମିଟର ଚଢି ଆସିଲେ ରାଜଧାନୀ,, ବିଧାନସଭା ପ୍ରକ୍ରିୟା ଜାଣିବାକୁ,,କେତେବେଳେ 100 କିଲୋମିଟର ନିଜେ ତ କେତେବେଳେ ଶଳା 120 କିଲୋମିଟର ଚଳେଇଲେ ବାଇକ,,,ପଂହଁଚିଗଲେ ରାଜଧାନୀ ଭୋପାଳ,, ଆରମ୍ଭ କଲେ ବିଧାନସଭା ସହ ଜଡିତ ଗବେଷଣା,, କେମିତି ଆରମ୍ଭ ହୁଏ ପ୍ରକ୍ରିୟା,, ସବୁ ବୁଝି ଫେରିଲେ ନିଜ ଗାଁ କୁ,,, ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ରାତଲାମ ଜିଲ୍ଲାର ସାଇଲାନା ବିଧାନସଭା ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ (କମଲେଶ୍ୱର ଡୋଡ଼ିଅର) ଙ୍କର,, ମାନ୍ୟବର ବିଧାୟକ କମଲେଶ ହେଉଛନ୍ତି ଭାରତ ଆଦିବାସୀ ପାର୍ଟିର, ଇଲେକ୍ସନ ରେ ଭୋଟର ମାନଙ୍କ ହୃଦୟ ଜିତିଥିଲେ,,ଯାହା ଖବର ଅଛି ଗଲା 3 ତାରିଖ ରେ ମଧ୍ୟପ୍ରଦେଶ ର 230 ବିଧାୟକ ଙ୍କ ମଧ୍ୟରୁ କମଲେଶ ଏକ ମାତ୍ର ପ୍ରାର୍ଥୀ ଯିଏ ଅଟୋ ରେ ବୁଲି ପ୍ରଚାର କରିଥିଲେ, ପ୍ରାୟ ଚାରିଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଥିଲେ ନିର୍ବାଚନ ରେ ତାହା ପୁଣି ଧାର ଉଦ୍ଧାର କରି,,,, ନିଜ ପାଖରେ ଥିବା ଜମା ରାଶି କୁ ବି ଲଗେଇଦେଇ ଥିଲେ ନିର୍ବାଚନ ଲଢେଇରେ,,,

Leave a Reply

Your email address will not be published. Required fields are marked *