Spread the love

ଫେବୃୟାରୀ ୩ ତାରିଖରୁ ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ
ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଆଲୋଚନା ହେବ
ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ମାନେ ଯୋଗଦେବେ
ଆଜି_ବଲାଙ୍ଗିର_ଯିବେ_CM_ନବୀନ_ପଟ୍ଟନାୟକ

ଲୋୟର ସୁକତେଲ ପ୍ରକଳ୍ପର କରିବେ ଲୋକାର୍ପଣ
୨୭୨୩ କୋଟିରେ ନିର୍ମିତ ହୋଇଛି ସୁକତେଲ ପ୍ରକଳ୍ପ
୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିବେ
୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
୨୨୨୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ନର୍ସିଂ_ଫାର୍ମାସି_ଛାତ୍ରଛାତ୍ରୀଙ୍କ_ଷ୍ଟାଇପେଣ୍ଡ_ବୃଦ୍ଧି

ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ANM ପିଲାଙ୍କୁ ମିଳିବ ମାସିକ ୨ ହଜାର ଟଙ୍କା
ଇଣ୍ଟର୍ନସିପ୍ ପାଇଁ B.Sc ନର୍ସିଂ ପିଲାଙ୍କୁ ମିଳିବ ୫ହଜାର
କ୍ଲିନିକାଲ ସାଇକୋଲୋଜିରେ M. Philଙ୍କୁ ୧୦ହଜାର
ସାଇକାଟ୍ରିକ୍ ସୋସିଆଲ ୱାର୍କରେ M. Phil ପିଲାଙ୍କୁ ୧୦ହଜାର ମିଳିବ
5T ସଚିବଙ୍କ MKCG ଗସ୍ତ ବେଳେ ଅନୁରୋଧ କରିଥିଲେ ଛାତ୍ରଛାତ୍ରୀ

Leave a Reply

Your email address will not be published. Required fields are marked *