Spread the love

କ୍ରାଇମବ୍ରାଞ୍ଚର ଆବେଦନ ୧ ତାରିଖ କୁ ଘୁଞ୍ଚିଲା l
ଜିଲ୍ଲା ଜଜ୍‌ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତିର ଅଧିକ ଯାଞ୍ଚ ପାଇଁ ଅନୁମତି ଦେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ l
ପୂର୍ବରୁ JMFC କୋର୍ଟ ଆବେଦନକୁ ଖାରଜ କରିଥିଲେ l
ଫଳରେ କ୍ରାଇମବ୍ରାଞ୍ଚ ଜିଲ୍ଲା ଜଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି l

Leave a Reply

Your email address will not be published. Required fields are marked *