Spread the love

ନବରଙ୍ଗପୁର : ଭିନ୍ନକ୍ଷମ ନାବାଳକ ସରକାରୀ ସୁବିଧା ପାଉଥିଲେ ମଧ୍ୟ ମିଥ୍ୟା ଖବର ପ୍ରଶାରଣ କୁ ନିନ୍ଦା କରିଛନ୍ତି ପ୍ରଶାସନ..

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ନାକଟିସିମତା ପଞ୍ଚାୟତ ନିକଟସ୍ତ କମାମେଟା ଗ୍ରାମ ର ଦଶରା ଗଣ୍ଡ ଙ୍କ 6 ବର୍ଷ ର ଭିନ୍ନକ୍ଷମ ନାବାଳକ ପୁଅ କୌଣସି ସରକାରୀ ସହାୟତା ପାଉନଥିବା ଖବର ପ୍ରଶାରଣ ହେଇଥିଲା l ଉକ୍ତ ଖବର କାଗଜ କୁ ଦେଖି AICWC ର ରାଜ୍ୟ ଉପସଭାପତି ତଥା PREAHM ଚାରିଟେବୁଲ୍ ଟ୍ରଷ୍ଟ ର ନିର୍ଦେଶକ ନବରଙ୍ଗପୁର ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ମହୋଦୟ ଙ୍କୁ ଏଇ ଭିନ୍ନକ୍ଷମ ନାବାଳକ ଙ୍କ ବିଷୟରେ ପଚାରି ଥିଲେ l ଉକ୍ତ ଖବର ବିଷୟରେ କୌଣସି ସତ୍ୟତା ନାହିଁ ଏହି ନାବାଳକ ଭିନ୍ନକ୍ଷମ ଙ୍କୁ ସରକାରୀ ସୁବିଧା ଦିଆ ଯାଇଛି ଯଥା ହୁଇଲ୍ ଚ୍ୟାର୍ ଦେବାର ଫୋଟ ଏବଂ ଭତ୍ତା ଅନଲାଇନ୍ ଆପ୍ଲାଇ କରାଯାଇଥିବା ଶ୍ରୀ ଦିଗାଲ ଙ୍କୁ କହିଥିଲେ l

Leave a Reply

Your email address will not be published. Required fields are marked *