ବଡଚଣା ୩/୪(ଦର୍ଶନ ସମୀକ୍ଷା)ଦୁର୍ନୀତିରେ ଉବୁଡୁବୁ ଚଣ୍ଡିଖୋଲ RTO, ଦିନ ଦୁଇ ପ୍ରହରରେ RTO ଙ୍କ ନିଜ ଅଫିସ ରେ ପଡିଛି ତାଲା , ଆଉ ଭିତରେ ଦେଖି ଚାହିଁ ଚାଲିଛି ଖୁଲମ୍ ଖୁଲା ଟେବୁଲ୍ ତଳେ କାରବାର, ଚଣ୍ଡିଖୋଲ RTO ଅଧିକାରୀ ଙ୍କ ଉପସ୍ଥିତିରେ ତାଙ୍କ ଅଫିସ ସମ୍ମୁଖରେ ଥିବା ଗେଟ୍ ରେ ପଡ଼ିଛି ତାଲା,ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖ ଥାଉ କୁ, ବିଗତ ଦିନରେ ଚଣ୍ଡିଖୋଲ RTO ଙ୍କ ବିଭିନ୍ନ କଳା କାର ନାମା ଓ ଭୂତ ଟିଆଙ୍କ ଭଳୀ ପଦାରେ ପଡ଼ି ଥିବା ବେଳେ, ଲୋକେ ନୂତନ DL ଲାଗି ନାହିଁ ନ ଥିବା ଅସୁବିଧାରେ ପଡ଼ୁଥିବା ଦେଖିବାକୁ ମିଳିଛି। ଏମିତି କି ବାରମ୍ୱାର ଟେଷ୍ଟିଂ ଦେବା ପରେ ମଧ୍ୟ ନିରାଶ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ତେବେ ଆଜି ଅଫିସ୍ ସମୟରେ ଅଫିସ୍ ଭିତରେ ଖୋଦ୍ ନିଜେ RTO ଉପସ୍ଥିତ ଥିବା ବେଳେ ତାଙ୍କ ଅଫିସ ରେ ତାଲା ପଡୁ ଥିବାର ଦୃଶ୍ୟ RTO ଙ୍କ ସ୍ୱୋଛତା ଓ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ତେବେ ଅଫିସ୍ ସମୟରେ RTO ଙ୍କ ନିଜ ଗେଟ୍ ରେ ତାଲା ପକାଇ ଭିତରେ ରହିବା ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି। ଏବଂ ପରିବହନ କାର୍ଯ୍ୟାଳୟ ରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ କର୍ଯ୍ୟକର୍ମ ହେଉଥିବାବେଳେ ଛତିଆ ଅଶୋକ ଲିଲ୍ୟନ୍ ର ଅଫସର ମଙ୍କର ସାମ୍ୱାଦିକ ମନେ ପତିକ୍ରୀୟ ନେଇଥିବା ସମୟ ରେ rto ପତିକ୍ରିୟ ଦବା ପାଇଁ ମାନକରିଦେଇଥିଲେ।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ…….
