Spread the love

ଦୁଃଖୀ ରଙ୍କି ଅସହାୟଙ୍କ ପାଇଁ ସର୍ବଦା ବ୍ୟସ୍ତ ହୋଇ ପଡ଼ୁଥିବା ସମାଜସେବୀ ଶ୍ରୀମତୀ ଭକ୍ତିପ୍ରିୟା ପାଣି ସ୍ବତନ୍ତ୍ର ଭାବେ ସୋମବାର ଦିନ ସହଯୋଗୀ “ଆଶା ଭରସା” ଚିର ସବୁଜ ଖବରକାଗଜର ଅବୈତନିକ ସମ୍ପାଦକ ଚନ୍ଦ୍ର ପ୍ରକାଶ, ଅନୁଷ୍ଠାନର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ଙ୍କ ସହାୟତାରେ “ଆନନ୍ଦ ଆଶ୍ରୟ”ର ଅନ୍ତେବାସୀଙ୍କୁ ଶାଢ଼ୀ, ପୋଷାକ ସହ ବିସ୍କୁଟ ଓ ଫଳ ବଣ୍ଟନ କରିଥଲେ। ପ୍ରାୟତଃ ୨୨ ଜଣ ଅନ୍ତେବାସୀ ଉପସ୍ଥିତ ଥିଲେ ବୋଲି Care Taker Miss ପିଙ୍କିନା ବିଶ୍ଵାଳ ମତ ବ୍ୟକ୍ତ କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed