Spread the love

ଘଟଣା ଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ରାଇଧିହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବାନନ୍ଦ ପଟେଲ ନିଜ ସ୍କୁଲରେ ଥିବା 11 ଜଣ ଛାତ୍ରୀ ଙ୍କୁ ପାଞ୍ଚ ବର୍ଷ ଧରି ବିଭିନ୍ନ ପ୍ରକାର ର ଯୌନ ଶୋଷଣ କରୁଥିଲେ.2015 ରେ ଅଭିଯୋଗ ହେବାରୁ ଗିରଫ ବି ହେଲେ.ମାମଲାରେ ବହୁତ ଲୋକଙ୍କ ସାକ୍ଷୀ କୁ ଆଧାର କରି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ ଗୋଟି ଗୋଟି କରି ବିଭିନ୍ନ ଦଫାରେ ନବେବର୍ଷ ଜେଲ ଦଣ୍ଡ ଶୁଣାଇଲେ ଏବଂ 11ଜଣଙ୍କୁ 28 ଲକ୍ଷ ଅର୍ଥ ରାଶି ଦେବେ.. ଯେହେତୁ ଏତେ ଦିନ ହେଲା ଜେଲରେ ରହିଲେଣି ବାକି 10ବର୍ଷ ଜେଲ ଦଣ୍ଡ ଭୋଗିବେ. ମାମଲା ଟିକୁ ପବ୍ଲିକ ପ୍ରସି୍କୁଟର ଦେବାଶିଷ ମିଶ୍ର ପରିଚାଳନା କରୁଥିଲେ. ଶ୍ରୀ ମିଶ୍ର କହେଲେ ଏହିଭଳି ଯୌନ ପିପାସୁ ଶିକ୍ଷକ ପାଇଁ ଦଣ୍ଡ ଠିକ ହେଇଛି.ସମାଜରେ ଏହାର ଭଲପ୍ରଭାବ ପଡିବ……

Leave a Reply

Your email address will not be published. Required fields are marked *