Spread the love

ମୋକିମଙ୍କବିଧାୟକପଦ_ଅସିଦ୍ଧ!.

-କଟକ ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା
-ମହମ୍ମଦ ମୋକିମଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
-ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ଆଣିଥିଲେ BJD ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ!.
ପୁଣି ଆଜି ଆଉ ଏକ ଐତିହାସିକ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ,,,ନୋଟବଦଳରେଭୋଟଉପରେସୁପ୍ରିମ_ଫୈସଲା!.

-ଟଙ୍କା ନେଇ ଗୃହରେ ଭାଷଣ କିମ୍ବା ଭୋଟ ଦେଲେ ମାମଲା
-MP-MLAଙ୍କୁ ଆଉ ମିଳିବନି ଆଇନଗତ ସୁରକ୍ଷା
-ଜନ ପ୍ରତିନିଧିଙ୍କ ଉପରେ ହୋଇପାରିବ ମାମଲା
-ରାୟ ଶୁଣାଇଲେ CJIଙ୍କ ୭ ଜଣିଆ ଖଣ୍ଡପୀଠ
-ଅନୁଚ୍ଛେଦ ୧୦୫ ଓ ୧୯୪କୁ ଦର୍ଶାଇ ରାୟ
-୧୯୯୮ରେ ନରସିଂହ ରାଓ ଦେଇଥିବା ନିଷ୍ପତ୍ତି ବଦଳାଇଲେ!.

Related Post

Leave a Reply

Your email address will not be published. Required fields are marked *

You Missed