Spread the love

ଜାମ୍ମୁ କାଶ୍ମୀରର ପୁଞ୍ଚଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହେଇଥିବା ବିର ଯବାନ ମାନଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟ ଫାଟକ ନିକଟରେ ଶ୍ରୀ ଅମିତ୍ ଜେନା, ଦେବେଶ ଦାସ, ଅଶୋକ ନାୟକ ଓ ଅସିତ୍ ଦାସ, ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସହିଦ୍ ଯବାନ ମାନଙ୍କ ଉଦ୍ଦେଶ୍ୟରେ ମହାତ୍ମା ଗାନ୍ଧୀ ମେମୋରିଆଲ ପାର୍କ ରୁ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ କ୍ୟାଣ୍ଡେଲ ଜଳାଇ ସହିଦ ଯବାନ ଅମର ରହେ ସ୍ଲୋଗାନ ଦେବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed