Spread the love

ଜଣେ ସଚୋଟ IPS ଅଫିସର ଦୀନେଶ ଙ୍କୁ ସାତ ବର୍ଷ ଜେଲରେ ରହିବାକୁ ପଡିଥିଲା.. ଜଣେ ଦବଙ୍ଗ ପୋଲିସ ଅଫିସର ଭାବେ ଦୀନେଶ ସାତ ବର୍ଷ ଜେଲରେ ରହିବାକୁ ପଡିଥିଲା. ଜଣେ ଦୁର୍ଦାନ୍ତ ଅପରାଧୀ ପ୍ରଭାବଶାଳୀ ସୋହାରବୁଦିନ କୁ ଏନକାଉଣ୍ଟର କରି ସମାଜରେ ପ୍ରଶଂସା ପାଉଥିଲା ବେଳେ ଆଇନିର ଚକ୍ରବୁହ ମାମଲାରେ ଛନ୍ଦି ହେଇଯାଇଥିଲେ ଦୀନେଶ.. ସେ ଯେତେବେଳେ ଉଦୟପୁର ର SP ଥିଲେ ଏ ଘଟଣା ଟୀ ସେତେବେଳେ ପୁରା ଭାରତବର୍ଷ ରେ ଚର୍ଚ୍ଚା ହେଇଥିଲା. ତାଙ୍କୁ CBI ର ଅନୁସନ୍ଧାନ ପରେ ଦଣ୍ଡିତ କରାଯଇଥିଲା. ତାଙ୍କ ଜେଲ ଯିବନି ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟ କରିଥିଲା ଆଜିର ଯୁବ ପିଢ଼ି ଙ୍କୁ ଯୋଉ ମାନେ ପୋଲିସ ଚାକିରୀ କରିବା ପାଇଁ ଇଛୁକ ଅଛନ୍ତି. ସେମାନଙ୍କୁ ଏକ ପ୍ରେରଣା କହିଲେ ଅତୁକ୍ତି ହେବନି. ସେ ଜେଲରେ କଏଦୀ ମାନଙ୍କ ସହିତ ରହି ସେମାନଂକୁ ଅପରାଧ ଦୁନିଆ ଛାଡି ସମାଜ ର ମୁଖ୍ୟ ସ୍ରୋତ କୁ ଆସିବାକୁ ପରାମର୍ଶ କରୁଥିଲେ. ଅପରାଧୀ ମାନେ ତାଙ୍କୁ ଜେଲ ଭିତରେ ସେତିକି ସନମାନ ଦେଉଥିଲେ ଯାହା ସେ ଚାକିରୀ ରେ ପାଉଥିଲେ. ଶେଷକୁ 2014 ରେ ସେ ବେଲରେ ଆସିଥିଲେ..

Leave a Reply

Your email address will not be published. Required fields are marked *