Spread the love

ନିଶାଖୋର, ଚୋର, ଦୁଷ୍ଟ, ଓ ବେଭିଚାରୀ ବ୍ୟକ୍ତି ଉତ୍ତମ ରୂପେ ଜାଣିଥାଏ କିପରି ଅସାଧାରଣ ଲୋକଙ୍କୁ ବି ନିଜ ଅକ୍ତିଆର କୁ ନେଇ ହୁଏ,, ଜାଣିବା ମୁସ୍କିଲ,,ଯୁଗେ ଯୁଗେ ଏମିତିକା ଘଟଣା ମାନ ଘଟିଚାଲିଛି,ମାନବ ସଭ୍ୟତା ର ମୂଲ୍ୟ ବର୍ତମାନ ସୁଦ୍ଧା ଦୁନିଆରେ ଅଜ୍ଞାନ,,ଯାହା ଏଇ କଳିଯୁଗରେ ଦେଖିବାକୁ ମଧ୍ୟ୍ୟ ମିଳୁଛି,,ଯେମିତି ବାଦାମ ଖାଇବାକୁ ଟଙ୍କା ଟାଏ ନାହିଁ କିନ୍ତୁ ଅଳ୍ପ ଦିନରେ କୋଟି କୋଟି ଟଙ୍କାର ମାଲିକ ହେଉଛି, ଜଣେ ରାଷ୍ଟ୍ରପତି ଙ୍କ ନାଁ ଜଣିନାହିଁ କିନ୍ତୁ ସରକାରୀ ଚାକିରୀ ତାକୁ ମିଳିଲାଣି,,କହିବାକୁ ଗଲେ ଏମାନେ ଚତୁର କିନ୍ତୁ ଏମାନଙ୍କ ସାଙ୍ଗରେ ଆଉ ଏକ ସୁଚିନ୍ତିତ ଅଦୃଶ୍ୟ ରାକେଟ କାମ କରୁଥାଏ,,ସେଇପରି ଆଜିର କାହାଣୀ ବି ଆଶ୍ଚର୍ଯ୍ୟ ଲାଗିବ କିପରି ଜଣେ ମୂର୍ଖ ଯୁବକ କଣ କରିବ ଭାବି ଭାବି ଦିନେ ଯୋଜନା କରେ କେମିତି ରାତାରାତି କୋଟିପତି ହେବି,, ସାଙ୍ଗରେ ଯୋଡ଼େ ଆଉ ପାଞ୍ଚ ଜଣକୁ,, ଦୁଇ ଜଣ କରୋଡ଼ପତି ପିଲା,, କିନ୍ତୁ କାମ କିଛି ନାହିଁ ବୋପା ଅର୍ଥ ଉଡେଇ ଉଡେଇ ଅର୍ଦ୍ଧ ପାଗଳ ହେଲେଣି,,, ମୂର୍ଖ ଯୁବକଟିର ଦିନେ ଦେଖାହୁଏ,,, ସାଙ୍ଗରେ ବସି ଦାମୀ ମଦ ପିଇ ଯୋଜନା କରନ୍ତି ଏକ ସାଙ୍ଘାତିକ ଷଡଯନ୍ତ୍ର,, କେମିତି କୋଉ ଉପାୟରେ ପ୍ରଚୁର ଅର୍ଥ ଆସିବ,, ପ୍ଲାନ ରେଡି ହେଇ ଯାଏ,,, ଆଗକୁ ନୂଆ ବର୍ଷ ଆସୁଛି ଗୋଟିଏ ଜୁଆ ଅଡ୍ଡା ଉପରେ ନଜର ପଡିଲା, ସେଇଠୁ ଲୁଟିବା ପାଇଁ ଯୋଜନା ହେଲା ଛ ଜଣକର,,1993 ମସିହା ଅଗଷ୍ଟ ମାସରେ ବାହାରିଲେ ନେପାଳ,, ସାଙ୍ଗରେ ନେଲେ ମଡ଼ସଡ଼ିଜ କାର,, ନେପାଳ ର କାଠମାଣ୍ଡୁ ସହରରେ ଏକ ପ୍ରସିଦ୍ଧ ଜୁଆ ଅଡ୍ଡା (ROYEL CASINO) ଭିଆଇପି ଏରିଆରେ ହେଇଛି,, ଏମାନେ ଯାଇ ଖୋଜିଲେ ବଙ୍ଗଳା, ମିଳିଲା, ଯାହା ଭଡା ଥିଲା ଆରାମରେ ଦେଇ ରହିଲେ,, ବଙ୍ଗଳା ମାଲିକ ଜାଣିପାରିଲା ବଡ଼ ବଡ଼ ଲୋକ, ତେଣୁ ନିଶ୍ଚିତ ହେଇଗଲା ଭଡା ବି ଠିକ ସମୟରେ ମିଳିବ, ମିଳିଲା ମଧ୍ୟ,,, ସବୁଦିନେ ପାର୍ଟି ଏକ୍ସପୋର୍ଟ ଇମ୍ପୋର୍ଟ ବିଜନେସ,, କିଏ କାହିଁକି କଣ କହିବ,, ପାଖରେ ରୟାଲ କାସିନୋ,, ଏମାନେ ମାସେ ପର୍ଯ୍ୟନ୍ତ କେବେ ଜୁଆ ଖେଳିବାକୁ ଯାଇନାହାନ୍ତି,, କିନ୍ତୁ କାସିନୋ ର ଆଠ ଜଣ କର୍ମଚାରୀ ମାନଂକ ସାଙ୍ଗରେ ମଝିରେ ମଝିରେ ମିଶି କିଛି ଗିପ୍ଟ ଦେଇ ନିଜର କରେଇ ସାରିଲେଣି,, ଏହିପରି ପାଞ୍ଚ ମାସ ଚାଲିଲା ଆଗକୁ ଡିସେମ୍ବର ମାସ ଆସିବ ବଡ଼ ପାର୍ଟି ହେବ ଏହା ଭାବି ପ୍ଲାନ ରେଡି କଲେ,,31 ଡିସେମ୍ବର 1993 ଆସିଲା ସମସ୍ତେ ଗଲେ କାସିନୋ ଜୁଆ ଖେଳିବାକୁ ସାଙ୍ଗରେ ନେଲେ କୋଡିଏ ଟି ମିଠା ପ୍ୟାକେଟ, ରାତି 12 ଟା ହେଲେ 94 ଆରମ୍ଭ ହେବ ସମସ୍ତେ ଫୁଲ ବୋବାଲ କରିବେ,, ଠିକ 12 ଟା ବାଜିଲା,, 190 ଜଣ ଦାମୀ ଅଭିଜାତ୍ୟ ଯୁଆଡ଼ି ସମସ୍ତେ ମଦ ପିଇ ଚୁର,, ଠିକ ସେତିକି ବେଳେ କାସିନୋ ଷ୍ଟାପ ବାଣ୍ଟିଲେ ମାଗେଣା ମିଠା,,, ଯାହା ୟେ ଛ ଜଣ ଆଣିଥିଲେ,, ଦଶ ମିନିଟ ଭିତରେ କିଏ ବସିକି ଶୋଇଲତ କିଏ ଟେବୁଲ ଉପରେ ଢ଼ୋଲେଇଲା,, ଏମାନେ ଆରମ୍ଭ କଲେ ଚୋରି କାସିନୋ ର ସାତୋଟି ଲକର ଥିଲା ତା ଭିତରେ ଥିଲା ପାଖାପାଖି 400 କୋଟି ଟଙ୍କା,,22 ଟି ବ୍ୟାଗରେ ପୁରେଇ ବାହାରିଲେ ବାହାରକୁ, ବାହାରେ ଅପେକ୍ଷା କରିଥିଲା ଏକ ଟ୍ରକ,, ଚାଲିଲେ ଏଆର ପୋର୍ଟ,,, ଆଗରୁ ଯୋଜନା କରିଥିଲା kargo ଯିବ ବିଦେଶ, ପୂର୍ବରୁ ରେଡି କରିଥିଲେ ପ୍ଲାନିଂ,, kargo ମ୍ୟାନେଜର ବି ଜାଣିଥିଲା, କିଛି ପେଟିରେ ସାମାନ ଆସିବ,,22 ଟି ବ୍ୟାଗ କୁ ରଖି ରସିଦ ନେଇ ଆସିଲେ, କାଲି ଦିନ ଦଶଟା ରେ ପ୍ଲେନ ଯିବ,, ଏପଟେ କାସିନୋ ରେ ଲୋକ ଭିଡ଼ ଚୋରି ହେଇଗଲା ସବୁକିଛି,, ପୋଲିସ ଆସି ଅନୁସନ୍ଧାନ ତୁରନ୍ତ କଲେ ନେପାଳ ପୋଲିସ ବି ଏକ୍ସପୋର୍ଟ,, ଖବର ମିଳିଅଛି ଏକ ଟ୍ରକ ରେ ଯାଇଛନ୍ତି ଚୋର ଦଳ ପୋଲିସ ବି ନକାବନ୍ଦୀ କଲେ ଖବର ମିଳିଅଛି ଟ୍ରକ ଯାଉଛି ଯୋଉଠି, ପୋଲିସ ବି ଗୋଡ଼େଇଲେ,, କାସିନୋ ଚୋର ବି ଟ୍ରକ ଦୌଡ଼େଇଲେ,,, ପୋଲିସ ଖୁସ,, ଧରାପଡ଼ିବେ ଓ ଟଙ୍କା ଗୁଡିକ ମିଳିବ,,, କିନ୍ତୁ ଏକ ନଦୀ ପୋଲ ଉପରେ ଟ୍ରକ ଟିକୁ ସିଧା ଓଲଟେଇ ଦେଲେ ପାଣି ଭିତରେ,,,ପୋଲିସ ବି ବନ୍ଧୁକ ଧରି ଧମକେଇ ପାଣି ଭିତରୁ ଗିରଫ କଲେ ଛ ଜଣକୁ, ବୁଡି ଥିବା ଟ୍ରକ ବି କ୍ରେନ ସାହାଯ୍ୟର ଉଠାଗଲା, କିନ୍ତୁ ଟଙ୍କା ବ୍ୟାଗ କାହିଁ ନାହିଁ,,, ସେତେବେଳେ କୁ ଚୋରି ହେବା 24 ଘଣ୍ଟା ହେଇଗଲାଣି,, kargo ପ୍ଲେନ ଉଡି ପଳେଇଲାଣି ୱେଷ୍ଟ ଇଣ୍ଡିଜ,, ର ଜମାଇକା,,,, ଜମାଇକା ରେ କିଏ ନେଲା,, କୁଆଡେ ଗଲା 300 କୋଟି ରୁ ଉର୍ଦ୍ଧ ଟଙ୍କା ଆଜିପଯ୍ୟନ୍ତ କେହି ଜାଣିପାରୁନାହାନ୍ତି,, ଚୋର ବର୍ତମାନ ସୁଦ୍ଧା ଜେଲରେ,,,

Related Post

Leave a Reply

Your email address will not be published. Required fields are marked *

You Missed