ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା- ଖେରା
ମୋଦି ଓ ନବୀନଙ୍କୁ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ପବନ ଖେରାଙ୍କ ଟାର୍ଗେଟ
-ପାଣ୍ଡିଆନଙ୍କୁ ୨୪ ଘଣ୍ଟା ଭିତରେ ଭିଆରଏସ୍ ଦେଇଦେଲ
-ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମରେ ଓଡ଼ିଶାର କଣ ଲାଭ ହୋଇଛି
-କେନ୍ଦ୍ରରେ ମୋଦି ଓ ଏଠି ତାଙ୍କ ବନ୍ଧୁ ଶାସନ କରୁଛନ୍ତି
-ବହୁ ବଡ଼ ଲୋକଙ୍କ ନାଁରେ ସିବିଆଇ କେସ୍ ଅଛି, କଣ ହୋଇଛି ତାଙ୍କର
-ରାଜ୍ୟରେ ୧୦ରୁ ୧୨ ଲୋକସଭା ଓ ୯୦ ବିଧାନସଭା ସିଟ୍ ପାଇବ କଂଗ୍ରେସ
– ଖୁବ୍ ଶୀଘ୍ର କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିବ କହିଲେ ଖେରା
