Spread the love

ଉଛନୀୟଳୟ ର ନିର୍ଦ୍ଦେଶ କୁ ବେଖାତିର୍ କରୁଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନର ଓ ବନ୍ତ ତହସିଲ୍ ଦାର
ଭଦ୍ରକ ଜିଲ୍ଲା ୨୨/୪(ଦର୍ଶନ ସମୀକ୍ଷା) ବନ୍ତ ବ୍ଲକର ଅନ୍ତର୍ଗତ କେନ୍ଦୁଆପଦା ଗ୍ରାମ ପଞ୍ଚୟତର ଆମ୍ପୋର ଗ୍ରମର ନିବାସି ବୃନ୍ଦାବନ ସେନାପତି ଙ୍କ ଖାତା ନଂ ୪୭୪ ଜାଗା ନଂ ୨୦୮୩ ଘରବାଡ଼ି ଥିବାବେଳେ ତାଙ୍କ ଘର ଆଗରେ ସରକାରି ଜାଗା ରହିଛି। ସରକାରି ଜାଗା ର ଖାତା ନଂ ୮୩୫ ଜାଗା ୨୦୮୫ କିସମ ନୟନଯୋରୀ ସେହି ସରକାରି ଜାଗା କୁ ପିତାମ୍ବର ସ୍ୱାଇଁ ଜଣେ ଅସାଧୁ ବ୍ୟକ୍ତି ଜବର ଦସ୍ତି ମାଡିବସି ବେଆଇନ୍ ପକା ଦୋକାନ ଘରକରି ରହିଛି। ଏନେଇ ବୃନ୍ଦାବନ ସେନାପତି ଙ୍କ ପୁତ୍ର ଦେବେନ୍ଦ୍ର ସେନାପତି ବାରମ୍ୱାର ଆ,ରା,ଇ ଓ ତହସିଲ୍ କାର୍ଯ୍ୟାଳୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ନିଆୟ ନମିଳିବା ପରେ ନିରସ ଓ ଅର୍ଥହୀନ ହୋଇ ଏବେ ଗାଁ ପାଖରେ ବୃନ୍ଦାବନ ଙ୍କ ପାରିବାର ଭଡ଼ା ନେ଼ଇ ରହିହସୁଅଛନ୍ତି। ଯାହା ଫଳରେ ଏବେ ଘରାକୁ ଯିବା ରାସ୍ତାରେ ଅସୁବିଧା ହେତୁ ପୂତ୍ର ଦେବେନ୍ଦ୍ର ସେନାପତି କେନ୍ଦୁଆପଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସରପଞ୍ଚ ମୋହାଦୟ ପ୍ରମୋଦ କୁ ଜେନା ଅଭଯୋଗ ଜାଣି ବନ୍ତ ତହସିଲଦର୍ ଙ୍କୁ ସମସ୍ୟ ବିଷୟ ରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ମଧ୍ୟ ବିରଧ ଦଳ ସରପଞ୍ଚ ହୋଇଥିବାରୁ ଫଳ ଶୂନ ବୋଲି ସାଧାରଣ ବୁଝା ପଡିଛି। ଏନେଇ ବୃନ୍ଦାବନ ସେନାପତି ଙ୍କ ପୁତ୍ର ଦେବେନ୍ଦ୍ର ସେନାପତି ନିରସ ହୋଇ ଉଛନୀୟଳୟ ର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତ ଙ୍କ ଆଦେଶ ଅନୁଯାୟୀ ଉକ୍ତ ସରକାରି ଜାଗା ରେ ବେଆଇନ୍ ପକା ଦୋକାନ ଘର କୁ ଉଚ୍ଛେଦ କରି ବା ପାଇଁ ନିର୍ଦ୍ଦେଶ ଥିଲେ। ମାନ୍ୟବର ଉଛନୀୟଳୟ ଙ୍କ ନିର୍ଦ୍ଦେଶ କୁ ଜିଲ୍ଲା ପାଳ ଓ ତହସିଲ୍ ଦର୍ ଅବମାନନା କରି ଆଦ୍ୟାବଧୀ ସରକାରୀ ଜାଗାରେ ନିର୍ମାଣ ହୋଇଥିବା ପକା ଘରକୁ ଉଚ୍ଛେଦ କରାଯାଇନାହିଁ। ପ୍ରଶାସନର ଦୃଷ୍ଟି ଭଙ୍ଗୀ ଓ ହାଇ କୋର୍ଟ ନିର୍ଦ୍ଦେଶ ବେଖାତିର୍ ହେଉଛି ବୋଲି ସ୍ଥାନୀୟ ସରପଞ୍ଚ ଓ ଅଭିଯୋକାରି କହିଛନ୍ତି। ତହସିଲ୍ କାର୍ଯ୍ୟାଳୟ ଗୁଡ଼ିକ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ଦେବେନ୍ଦ୍ର ଓ ତାଙ୍କ ପରିବାର। ହେଲେ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଦେବେନ୍ଦ୍ର ଓ ତାଙ୍କ ପରିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି

Leave a Reply

Your email address will not be published. Required fields are marked *