ମଣିଷ ଦୁଇଟି ଜିନିଷ କେବେବି ଭୁଲେନି,ବାହାର ଲୋକଙ୍କଠାରୁ ମିଳିଥିବା ସମ୍ମାନ ଓ ନିଜ ଲୋକଙ୍କଠାରୁ ମିଳିଥିବା ଅପମାନ।
ବେଳେବେଳେ ବିନା ଭୁଲରେ ଆମେ ଦୋଷୀ ହୋଇଯାଆନ୍ତି କାରଣ ଲୋକେ ଯେମିତ ଚାହାଁନ୍ତି ଆମେ ସେମିତି କରନ୍ତି ନାହିଁ।
ବହୁତ କିଛି କଲା ପରେ ମଧ୍ୟ ନିଜ ପରିଚୟ ଯଦି ନିଜକୁ ଦେବାକୁ ପଡୁଛି, ତେବେ ସଫଳତା ଆହୁରି ବହୁତ ଦୂରରେ ଅଛି ବୋଲି ଭାବି ନେବା ଉଚିତ ।
ଖଳ ପ୍ରକୃତିର ମଣିଷ ମାନଙ୍କ ମିଠା କଥାକୁ ବିଶ୍ବାସ କରନ୍ତୁ ନାହିଁ।କାରଣ ସିଂହ ଯେତେ ମିତ୍ର ହେଲେ ମଧ୍ଯ ସେ ହିଂସ୍ର ପ୍ରକୃତି ଛାଡେ ନାହିଁ।
କିଛି ହଜି ଗଲେ ଯେତିକି କଷ୍ଟ ହୁଏନି ତାଠାରୁ ଶହେ ଗୁଣ ଅଧିକ କଷ୍ଟ ହୁଏ, କେହି ଜଣେ ବଦଳି ଗଲେ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥