Spread the love

କନ୍ଧମାଳ : ଜିଲ୍ଲାର ଦକ୍ଷ ହୋମଗାର୍ଡ ଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ

କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ ସୀମାଞଳ ନାୟକ ଜାନୁୟାରୀ ୨୬,୧,୨୦୨୪, ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଦେଖିବାକୁ ମିଳିଛି । ସେ ଜଣେ ସ୍ବଚଟ ନିର୍ଭିକ ଏବଂ ସ୍ବାଭିମାନ ହୋମଗାର୍ଡ ଭାବେ ପରିଚିତ ଥିବା କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତାଙ୍କ ର ପୁରସ୍କୃତ ଖବର ପାଇ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନେ ବେସ ଖୁସି ଥିବା ସହିତ ସୀମାଞଳ ନାୟକ ଙ୍କୁ ଭ୍ରୃୟଶି ପ୍ରଶଂସା କରୁଥିବା ଦେଖିବାକୁ ମିଳୀଛି । ସୀମାଞଳ ନାୟକ ଜଣେ ଦକ୍ଷ ଡ୍ରାଏଭର ଭାବେ କନ୍ଧମାଳ ଜିଲ୍ଲା ପୋଲିସ ବିଭାଗ ରେ କାର୍ଯ୍ୟ କରୁଛନ୍ତି l

Leave a Reply

Your email address will not be published. Required fields are marked *