Spread the love

ଆଜି 2/5/2023କଟକ. ପ୍ରକାଶ ବେଉରା (ଦର୍ଶନସମୀକ୍ଷା) କଟକ ସ୍ଥିତ ସବୁଠାରୁ ପୁରୁଣା CT ହସ୍ପିଟାଲ ରେ ଥିଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା. ନୂଆ ପୁରୁଣା କର୍ମଚାରୀ ଙ୍କ ଭିଡ଼ ଦେଖି ଜଣାପଡୁଥିଲା କଣ ହେଉଛି ଆମେ ଯାଇ ଯାହା ଦେଖିଲୁ ହସ୍ପିଟାଲ ର ବରିଷ୍ଟ ଲାବୋର୍ଟରୀ ଟେକନିସିଆନ ଶ୍ରୀ ଅନନ୍ତ ଚରଣ ସେଠି ଙ୍କ ଅବସର ଗ୍ରହଣ କରୁଛନ୍ତି ସେ ଜଣେ କର୍ମଠ ପରଉପକାରୀ ହିସାବରେ ସମସ୍ତ ଙ୍କ ପ୍ରିୟ. ଅନନ୍ତ ଭାଇ ଙ୍କ ଅବସର ଗ୍ରହଣ ଉତ୍ସବ ବି ବଡ଼ ଆଡମ୍ବର ହେଉଥିବାବେଳେ ବିଦାୟ କାଳୀନ ଦୁଃଖ ବି ସେମିତି ଲାଗୁଥିଲା. ଉଚ୍ଚ ପଦସ୍ତ ଅଧିକାରୀ ଓ ସମସ୍ତ ସାଥି କର୍ମଚାରୀ ଙ୍କ ଗହଣରେ ଅନନ୍ତ ବାବୁ ଙ୍କୁ ସମ୍ବର୍ଦ୍ଧନା କରାଗଲା..

Leave a Reply

Your email address will not be published. Required fields are marked *