Spread the love

ଚାରିଦିନ ଧରି ଚାଲିଥିବା ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିଲେ ବିଶେଷ କରି ଶେଷ ଦିନରେ ମହାଯଜ୍ଞ ଥିଲାବେଳେ ଏକ ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା ଦୂର ଦୂରାନ୍ତରୁ ଆସିଥିବା ପଣ୍ଡିତ ମାନଙ୍କ ଶ୍ଳୋକ ପୂର୍ଣ୍ଣାହୁତି ରେ କମ୍ପିଉଠିଥିଲା ମହାପ୍ରଭୁ ଙ୍କ ମନ୍ଦିର ଚତୃପାର୍ଶ୍ୱ.. ଶେଷ ଦିନରେ ଆଖ ପାଖର ମୁରବି ତୁଲ୍ୟ ବୟସ୍କ ମାନଙ୍କୁ ଧରି ଆୟୋଜନ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଯାହାକୁ ମନ୍ଦିର ର ମୁଖ୍ୟ ପୁରୁଦ୍ଧା ଭାବଗ୍ରାହୀ ରାଉତ ଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପୂର୍ଣ୍ଣ କରାଯାଇଥିଲା ଯେଉଁଥିରେ ମହାପ୍ରଭୁ ଙ୍କ ମନ୍ଦିର ପାଇଁ ମୁକ୍ତ ହସ୍ତରେ ଦାନ କରି ଥିବା ଜମି ର ମାଲିକ ରାଜକୁମାରୀ ସ୍ୱାଇଁ ବରିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା.ବିଧାୟକ ଚନ୍ଦ୍ର ସାରଥୀ ବେହେରା. OTV ର ଅଶୋକ ପଟ୍ଟନାୟକ. ବାଲିକୁଦା ସଦର ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ACP ଚନ୍ଦନ ଘଡେଇ ମହୋଦୟ ଙ୍କୁ ସଂମ୍ମାନିତ କରାଯଇଥିଲା. ଯାହାକୁ ଦେଖି ପୋଲିସ ଆଦିକାରୀଦ୍ୱୟ ଭୁୟସୀ ପ୍ରଶଂସା କରିଥିଲେ ଏବଂ ବକ୍ତ୍ୟବ ରେ ଖୁସି ହେଇ କହିଲେ ଏତେବଡ ଆୟୋଜନ ଶାନ୍ତି ଶୃଙ୍ଖଳା ରେ ହେଇଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଦେଇଥିଲେ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଲେ ପୋଲିସ ପ୍ରଶାସନ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି କାର୍ଯ୍ୟକ୍ରମ ଯେପରି ଶାନ୍ତି ଶୃଙ୍ଖଳା ମଧ୍ୟରେ ହେବ ସମସ୍ତେ ଏହାର ଧ୍ୟାନ ଦେବା ଉଚିତ. ଶେଷରେ ଡାକ୍ତର. ସରକାରୀ ଆଦିକାରୀ. ସମାଜସେବୀ ମାନଙ୍କୁ ସାନମାନିତା କରାଯାଇଥିଲା. ଏ ସବୁ କାର୍ଯ୍ୟକ୍ରମ କୁ ଜଣେ ଜଗନ୍ନାଥ ପ୍ରେମୀ ପୀତବାସ ସାହୁ ଙ୍କ ମଞ୍ଚ ପରିବେଷଣ ସମସ୍ତଙ୍କୁ ମନମୁଘଧ କରିଥିଲା..ଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯଇଥିଲା..

Leave a Reply

Your email address will not be published. Required fields are marked *