Spread the love

କଟକ12/4//କଟକ ମହାନଗର କୈବର୍ତ୍ତ ସଭା ସ୍ଥାନୀୟ ବାରବାଟୀ ଷ୍ଟାଡିଅମ ଠାରେ ଥିବା ତେନ୍ଦୁଲକର ହଲ ଠାରେ ଖୁବ ଯାକଜମକରେ ପାଳିତ ହୋଇଯାଇଛି..ଅତିଥି ମାନେ ସର୍ବପୁରାତନ ଜାତି କୈବର୍ତ୍ତ ସମାଜ ଉଦ୍ୟଶରେ ଭୁୟସୀ ପ୍ରଶଂସା କରିଥିଲେ. ସହର ର ବିଭିନ୍ନ ସହି ରୁ ଆସିଥିବା ମା ବାସେଳୀ ଙ୍କ ପ୍ରତିମା ଶୋଭାଯାତ୍ରା ଟି ମାଛୁଆବଜାର ଏଲ ଆଇ ସି ଛକ ଠାରୁ ଆରମ୍ଭ ହେଇ ବଜାର ପରିକ୍ରମା କରି ସଭା ମଣ୍ଡପ ଠାରେ ପହଂଚିବା ପରେ ପରମ୍ପରା ଅନୁଯାଇ ପୂଜାଅର୍ଚନା କରାଯାଇଥିଲା.ସନ୍ଧ୍ୟାରେ କଟକ ସହର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଟି ଗୁରୁ ଶ୍ରୀ କିଶୋର ଦଳାଇ ଙ୍କ ତତ୍ୱାବଧାନ ରେ ଓଡିଶୀ.ସମ୍ବଲପୁରୀ.ଓ ପଦ୍ମଶ୍ରୀ ଉସ୍ତବ ଦାସ ଙ୍କ ଏକକ ଅଭିନୟ ରେ ଘୋଡାନାଚ ବେଶ ଆକର୍ଷିତ କରିଥିଲା.ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବିଧାୟକ ଶ୍ରୀ ଶଶୀଭୁଷଣ ବେହେରା.ବିଧାୟକ ଶ୍ରୀ ମଦମ୍ମଦ ମୋକିମ.ବିଧାୟକ ଶ୍ରୀ ଦେବି ରଞ୍ଜନ ତ୍ରିପାଠୀ.ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା. ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ.ମେୟର ଶ୍ରୀ ସୁବାଷ ସିଂ. ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ.ଓ କର୍ପୋରେଟର ବୃନ୍ଦ.ସହିତ କଟକ ପୋଲିସ ଡେପୁଟି କମିଶନର ଶ୍ରୀ ପିନାକୀ ମିଶ୍ର ମହୋଦୟ ଙ୍କ ଉପସ୍ଥିତି ରେ ଅତିରିକ୍ତ ପୋଲିସ କମିଶନର ଶ୍ରୀ ଅମିତାଭ ମହାପାତ୍ର ଅତିରିକ୍ତ ଡେପୁଟି ପୋଲିସ କମିଶନର ଶ୍ରୀ ସେକ ସଇଫୁଦ୍ଦିନ.ଶ୍ରୀ ଅନିଲ ମିଶ୍ର. ପୋଲିସ ଇନିସ୍ପେକଟର ଶ୍ରୀ ପ୍ରଦୀପ୍ତ କୁମାର ଜେନା ଓ ପୋଲିସ ଇନିସପେକଟର ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ଜେନା ଅତିଥି ମହୋଦୟ ମାନଙ୍କ ଉପସ୍ଥିତିରେ ମହାନଗର ନିଗମର ଶ୍ରୀ କେଦାର ନାଥ ବେହେରା. ଶ୍ରୀ କାଳନ୍ଦୀ ଚରଣ ବେହେରା ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ରେ ପାଳିତ ହୋଇଯାଇଛି…ହଜାର ହଜାର ସଂଖ୍ୟାରେ କୈବର୍ତ୍ତ ମହାସଭା ର ସଭ୍ୟ ଙ୍କ ସହିତ ନିଖିଳ ଓଡିଶା କୈବର୍ତ୍ତ ମହାସଭା (ଯୋବ୍ରା )ର ରାଜ୍ୟସ୍ତରୀୟ ଅଗଣିତ ସଭ୍ୟ ଓ ସାଧାରଣ ବୁଦ୍ଧିଜୀବୀ ମହିଳା. ଶିଶୁ ମାନଙ୍କ ଉପସ୍ଥିତି ରେ ବଡ଼ ଧୁମ ଧାମ ରେ ପାଳିତ ହୋଇଯାଇଛି…..

Leave a Reply

Your email address will not be published. Required fields are marked *