Spread the love

ଏପଟେ 5ଟି ସଚିବଙ୍କ ବିଶ୍ୱସ୍ତରୀୟ କଟକ ଖାନ ନଗର ବସ ଟର୍ମୀନାଲ ଏବଂ କଟକ ର ଅନ୍ୟାନ ଉର୍ନତି ମୂଳକ କାର୍ଯ୍ୟ କୁତଦାରଖ କରିବା ପାଇଁ ଗସ୍ତ,ସେପଟେ କଟକ ବୁଦ୍ଧିଜୀବୀ ମହଲରେ ଖୁବ ଚର୍ଚ୍ଚା, ହେଉଛି ବଡ଼ ଖୁସି ଗୌରବ ର କଥା,କଟକ ବସ ଟନେଲ ହେଉ, ତାଳଦଣ୍ଡା କେନାଲ, ବକ୍ସ ଡ୍ରେନ, ମା କଟକଚଣ୍ଡୀ, ବାରବାଟୀଦୁର୍ଗ କଟକ ର ନବୀକରଣ ହେଉଛି.ଆଜି ବିଶ୍ୱ ସ୍ତରୀୟ ହେବାକୁ ଆଉ ପାଦେ ବଢୁଛି. କିନ୍ତୁ ବଡ଼ ଦୁଃଖର ବିଷୟ ବା ଚିନ୍ତର ବିଷୟ, ସବୁହେଉ କଟକର ଉର୍ନତିହେଉ କିଛି କାହା ମନରେ ଦ୍ୱିଧା ନରହୁ ବା ରହିବାର ଆବଶ୍ୟତା ନାହିଁ,.ସାଧାରଣରେ ଜ୍ଞାତ ଯେ କଟକ ବାଉନ ବଜାର ତେପନ ଗଳି, ବା ଗଳିକନ୍ଦି ସହର ଏବେ ଆହୁରି ତ ତା ସାଙ୍ଗକୁ ରାସ୍ତା କର ମାନ ଙ୍କରେ ମାଳ ମାଳ ଫାଷ୍ଟ ଫୁଡ, ଛୋଟ ହୋଟେଲ ଚଟପଟି ମନଲୋଭାଣିଆ ଖାଦ୍ୟ ବିକ୍ରୀହେଉଛି.କିନ୍ତୁ ତାହା ନୁହେଁ,ଉର୍ନତି କରିବା ସଙ୍ଗେ ସେସବୁ କୁ ଧ୍ୟାନ ନ ଦେଇ ସାରା କଟକ ବାସୀ ଲୋକ ମାନଙ୍କୁ ଧୂଳି ଧୂସର ରେ, ଟ୍ରାଫିକ ବାବୁ ଯେଉଁମାନେ ରାସ୍ତା କର ପୋଷ୍ଟ ରେ ଠିଆହୋଇ ଡିଉଟି କରନ୍ତି, ହଲି ପାରନ୍ତିନି, ସେମାନେ ମଧ୍ୟ ଗାଧୋଇ ଅଣ ନିଶ୍ୱାସ ହୁଅନ୍ତି,ଯାହା ସ୍ୱାସ୍ଥ୍ୟ ପ୍ରତି କେତେ ବିପଦ.କୁନି କୁନି ଛୋଟ ପିଲା ଠୁ ବୟସ୍କ ଅନୁଭବ କଲେଣି. ଯେତେ ବେଳେ 5ଟି ଗସ୍ତ ପୂର୍ବରୁ ସୌଭାଗ୍ୟ କୁ କିଛି ବଡ଼ ଦୁର୍ଘଟଣା ହୋଇ ନଥିଲା, ଖାନ ନଗର କାଳୀ ଭବନ ନିକଟରେ ଯାହା ବସ ଟନେଲ ପେଟ୍ରୋ ଟାଙ୍କି, ଏତେ ମାତ୍ରାରେ ବାଲୁକା ମୟ ଯାହା ରାସ୍ତା ଉପରକୁ ଆସିଲାଣି, ରାତିରେ ଦୁଇଟି ସିରିଏଲ ଦୁର୍ଘଟଣା ସକାଳ 10ସମୟରେ ଆଉ ତିନୋଟି ଯାହା ଉପସ୍ଥିତ ଯୁବକ ନିଜ ନାଁ କୁ ଛଦ୍ମ ରଖି ଏହି ରାସ୍ତା ସମ୍ପୂର୍ଣ ବିପଦ ବୋଲି ସାରା କଟକ ସହର ବାସୀଙ୍କୁ ଆଗୁଆ ସତର୍କ କରାଇଲେ.ବର୍ତମାନ କଟକ ର ଯେଉଁ ସବୁ ସ୍ଥାନରେ ସବୁଠୁ ବେଶୀ ସିରିଏଲ ଦୂରଘଟଣା ହେଉଛି, ସେହି ସବୁ ସ୍ଥାନ ହେଲା, ଖପୁରିଆଛକ, ଆଇଟିଆଇ କଲେଜ, ମିଉଜିଅମ, ରାସ୍ତା, ନୂଆପଡା ବ୍ଲକ ଛକ, ବାରବାଟୀ ଏମେଲେ ଙ୍କ ରେସିଡେଣ୍ଟ,,ଇନ୍ଦ୍ରାଗାନ୍ଧୀ କଲେଜ, ଖ୍ରାଏଷ୍ଟ କଲେଜ,ସ୍ଟୁଆଟ କଲେଜ, ଚଣ୍ଡୀ ଛକ ରୁ କନିକା ଛକ,ଯେ ଏତେ ଗଣମାଧ୍ୟମ ରେ ଚର୍ଚ୍ଚା ହେଲା ପରେ ମଧ୍ୟ ଉଚ ପଦାଧି ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି କାହିଁକି.?ବିଗତ ଦିନରେ ଏହି ପରି ଏକ ଘଟଣା ସାମ୍ନାକୁ ଆସିଥିଲା, ପରଖି ଥିଲେ ଆମର ସମ୍ବାଦ ଦାତା, ଘଟଣା ଘଟିବାର 3ମାସ ପୂର୍ବରୁ ଯେତେ ବେଳେ ଯାଆନ୍ତି, ବୋଷ ବ୍ରିଜ ରେ ନିଜର ବାଇକ ଭାରସାମ୍ୟ ହରାଉଥିଲା ଦୀର୍ଘ 2,3କିଲୋମିଟର ଯାହା ବହୁ ବିପଦ ଥିଲା କାରଣ ସେପଟେ ଏବେକାର ଯାମଦୂତ ସାଝୁଥିବା ହାଇଆବା ର ଚଲାପଥ, ସାମାନ୍ୟ ଚୁକ ମହାବିପଦ କାରଣ ରାସ୍ତା କରକୁ ଯିବା ଅର୍ଥ ଭାର ସାମ୍ୟହରାଇବା ଏବଂ ଦ୍ୱିତୀୟ ବିପଦ ଯଦି ରାସ୍ତା ମଝିରେ ଯିବ ଏପଟେ ଯମରାଜ ଙ୍କ ଘନ ଘନ ଗସ୍ତ.ଯମ ଦୂତ କୁହା ଯାଏ.6ଟି ସିରିଏଲ ଦୁର୍ଘଟଣା ହୋଇଥିଲା, ସବୁଠୁ ସମ୍ବେଦନଶୀଳ ଯାହା ରାଜଧାନୀ ଓ କଟକ କୁ ଯୋଡିବା ସହ ହାଇ କୋଟ କୁ ଯିବା ପାଇଁ ମୁଖ୍ୟ ରାସ୍ତା.ତେବେ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ଆମେ ଦେଖୁଚୁ ଭୁବନେଶ୍ୱର ଯିବା ବାଟରେ ସପ୍ତାହ ମଧ୍ୟରେ ନିଶ୍ଚିତ ଭାବେ ଥରେ ଦୁଇଥର ରାସ୍ତା କର ମାଙ୍କରୁ ଧୂଳି ଉଠାହେଉଥିବ.ତେଣୁ କଟକ ଛୋଟ ପିଲାଠୁ, ବୟସ୍କ ମାନଙ୍କ ମଧ୍ୟରେ ଏବେ ଜୋର ଚର୍ଚ୍ଚା ହେଉଛି ଏତେ ସବୁ ସତର୍କ ଏବଂ ଦୁର୍ଘଟଣା ହେଲା ପରେ ମଧ୍ୟ, ନା ସେମାଙ୍କ ର କୌଣସି ତତ୍ପରତା ପରିଲିକ୍ଷିତ ହେଉଛି ନା କୌଣସି ଆଗ୍ରହ ଦେଖା ଦେଉଛି. ମାଳ ମାଳ ସ୍ୱିପର, ଜମାଦାର ପୁଣି ଦିଓଳି, ହଜାର ହଜାର ପୋଷ୍ଟର ବ୍ୟାନର, ସଭାସମିତିରେ ବିନଅର ବ୍ୟୟ ସ୍ଵଚ୍ଚ ଅଭିଯାନ, ରାଲ୍ଲୀ ରେ. ଭଲା ସେତିକି ଧୂଳି ଉଠାରେ ବ୍ୟୟ କରନ୍ତେ.?ବିଭିର୍ନ ଖଟି ମାନଙ୍କରେ ଯୁବପିଢ଼ି ଏବେ ଟାହିଲା ଟୁପୁରୁ ହେଉଛନ୍ତି ବୋଧେ ବଡ଼ ସିରିଏଲ ଦୁର୍ଘଟଣା କୁ ଆପେକ୍ଷ ରେ ନାହାଁନ୍ତିତ?
କାହିଁକି କଟକବାସୀଙ୍କ ପ୍ରତି ଏତେ ବୈମାତୃକ ତା କଣ ଅସୁବିଧା କରିଛନ୍ତି. ଓଡିଶା ର ପ୍ରାଣ କେନ୍ଦ୍ର ବୋଲଉ ଥିବା କଟକ ପ୍ରତି ଏତେ ଅବହେଳା କାହିଁକି. ଦେଖିବାର ଅଛି କେବେ ସୁଧାର ହେଉଛି. ଅପେକ୍ଷା ରେ କଟକ ବାସୀ……..

Leave a Reply

Your email address will not be published. Required fields are marked *