Spread the love

ନ୍ୟାୟଯାତ୍ରାପ୍ରଭାବ_ପଡ଼ିବନି- ଅପରାଜିତା
କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
‘କଂଗ୍ରେସର ଆତ୍ମସମୀକ୍ଷା କରିବାର ସମୟ ଆସିଛି’
ଯେତେ ଚାଲନ୍ତୁ, ନ୍ୟାୟ ଯାତ୍ରା କରନ୍ତୁ କି ଓଡ଼ିଶା ଆସନ୍ତୁ, ପ୍ରଭାବ ପଡ଼ିବନି’
କଂଗ୍ରେସର ଛବି ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି’
୩ ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ଖରାପ’

Leave a Reply

Your email address will not be published. Required fields are marked *