Spread the love

ଭୁବନେଶ୍ୱର..//ଘଟଣା ଟି ଘଟିଛି ଖୋଦ ଭୁବନେଶ୍ୱର ତହସିଲ ଓ ସବ ରେଜେଷ୍ଟ୍ରି ଅଫିସରେ ଥିବା ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ତାଙ୍କ ସହଯୋଗୀ ଅନନ୍ତ ପ୍ରଧାନ ଙ୍କ କାଣ୍ଡ କାରନାମା ବଳରେ କେନ୍ଦ୍ରାପଡ଼ା ଅଞ୍ଚଳର ଲିପିକା ଦାସ ଙ୍କ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ରେ ଥିବା ବସନ୍ତ ବିହାର ରେ 2000 ସ୍କ୍ୱାଆରଫୁଟ ଜମିକୁ ବାଙ୍କୀ ଅଂଚଳର ଗାୟତ୍ରୀ ଓ ଅନ୍ୟ ଜାଲିଆ ସହଯୋଗୀ ମାନେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ନେଇ ବିକ୍ରି କରିଦେଇଥିଲେ. ପ୍ରକୁର୍ତ୍ତ ଜମି ମାଲିକ ଲିପିକା ଏହା ଜାଣିବା ପରେ ଇଓଡ଼ବ୍ଲୁରେ ଅଭିଯୋଗ କରିବା ପରେ ଏକ ସ୍ପେଶାଲ ସ୍କ୍ୱାଡ଼ ଗଠନ କରି ସମସ୍ତ ଜାଲିଆ ଙ୍କୁ ଘରୁ ଉଠେଇ ଆଣି ପର୍ଦାଫାଶ କରିଥିବାରୁ ଜମିର ପ୍ରକୁର୍ତ୍ତ ମାଲିକ ଅଶ୍ୱସ୍ତ ହେଇ ପ୍ରଶଂସା କରିଥିଲେ.. ବର୍ତମାନ ଯାହା ଜଣାପଡୁଛି ଆଇନି ଆଗରେ କେହି ଛାଡ଼ ପାଇବେନି. ଘଟଣା ଟି ବର୍ତମାନ ଭୁବନେଶ୍ୱର ତହସିଲ ରେ ଚର୍ଚ୍ଚା ର ବିଷୟ ପାଲିଟିଛି. ଶୁଣାଯାଉଛି ଏହିପରି ଆହୁରି କିଛି କାରନାମା ଉପରେ ତଦନ୍ତ ଚାଲିଛି ଖୁବ ଶୀଘ୍ର ଜାଲିଆ ମାନେ ତଦନ୍ତ କାରି ସଂସ୍ଥା ର ହାବୁଡ଼ରେ ପଡିବେ..

Related Post

Leave a Reply

Your email address will not be published. Required fields are marked *

You Missed