Spread the love

ଓଡ଼ିଶା ଡ୍ରାଇଭର ମହାସଂଘ ର ଦାବି ମାନିଲେ ସରକାର, ଆସନ୍ତା ୩ ମାସ ଭିତରେ ଦାବି ଗୁଡିକ ସମାଧାନ କରାଯିବ ବୋଲି ଆଜି ଏକ ବୈଠକରେ ଆଲୋଚନା…
👉ସମାଧାନ ହେବ ଡ୍ରାଇଭର ଏକତା ମହାସଂଘର ଦାବି…
👉ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ଆଲୋଚନାରେ ନିଷ୍ପତ୍ତି…
👉୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ପାଇଁ ନିଷ୍ପତ୍ତି…
👉ଆଲୋଚନା ନେଇ ଡ୍ରାଇଭର ସଂଘର ପ୍ରତିକ୍ରିୟା ମିଳିନାହିଁ…

Leave a Reply

Your email address will not be published. Required fields are marked *