Spread the love

*ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଙ୍କ ସ୍ମୃତି କୁ ମନେପକେଇ ଗଠିତ ଜାନକୀବଲ୍ଳଭ ସ୍ମାରକୀ ସମ୍ମାନ ଘୋଷଣା କରାଯାଇଛି ସମାଜସେବା ସାହିତ୍ୟ ଓ ସାମ୍ବାଦିକତା କ୍ଷତ୍ରରେ ସୁଖ୍ୟାତ ଲାଭ କରିଥିବା ରାଜ୍ୟର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି. ଓଡ଼ିଶାର ସୁପ୍ରସିଦ୍ଧ ବରିଷ୍ଟ ସାମ୍ବାଦିକ ଶ୍ରୀ ଅରୁଣ ପଣ୍ଡା ଓ ସୁପ୍ରସିଦ୍ଧ ଚୌଧୁରୀ ପରିବାର ର ସୁକନ୍ୟା କ୍ରିଷ୍ଣା ମହାନ୍ତି ସେବା ଓ ସମ୍ମାନ. ସୁଖ୍ୟାତ ସାହିତ୍ୟିକ ଡ଼ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କୁ ଜାନକୀବଲ୍ଳଭ ସମ୍ମାନ ରେ ସମ୍ମାନିତ କରାଯିବ. ଆସନ୍ତା 21ତାରିଖ ଏପ୍ରିଲ ମାସରେ (ଶୁକ୍ରବାର )ସନ୍ଧ୍ୟା 6.30 ମିନିଟ ସମୟରେ ସାରଳା ଭବନ ଠାରେ ଅନୁଷ୍ଠିତ ହେବ. ଏହି ସ୍ମୃତି ଚାରଣ ସଭାରେ ଓଡ଼ିଶାର ତିନିଜଣ ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡେଇ. ଶ୍ରୀ ବିଜୟ ମହାପାତ୍ର. ଓ ଶ୍ରୀ ପଞ୍ଚାନନ କାନୁନଗୋ ବରଣ୍ୟ ଅତିଥି ଭାବେ ଯୋଗଦେବେ. ଅନୁଷ୍ଠାନ ର ସଭାପତି ପ୍ରଫେସର ଡକ୍ତର ବୈଷ୍ଣବ ଚରଣ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ସମାଜସେବୀ. ଓ ସାହିତ୍ୟକର ଓ ସାମ୍ବାଦିକ ମାନେ ଉପସ୍ଥିତ ରହିବେ.*

Related Post

Leave a Reply

Your email address will not be published. Required fields are marked *

You Missed