Spread the love

ଓଡ଼ିଆ ନୂଆବର୍ଷ : କ’ଣ କହୁଛି ପାଞ୍ଜି?

ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାରରେ ପରିବର୍ତ୍ତନ ହେବନି
ରାଜ୍ୟ ଓ ଦେଶରେ କ୍ଷମତାସୀନ ଦଳ ପୁଣି ସରକାର ଗଢିବ
ଅର୍ଥାତ୍ ରାଜ୍ୟରେ ବିଜେଡି ଦେଶରେ ବିଜେପି ସରକାର ଗଢିବ
ମୁଖ୍ୟ ବିରୋଧୀ ଦଳ ନେତୃତ୍ୱରେ ବଡ଼ ପରିବର୍ତ୍ତନ ଦେଖାଯିବ
ଜୟପ୍ରିୟ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବେ
ଅନେକ ନେତା ଓ ମନ୍ତ୍ରୀ ଦଳ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି
ଜୁନରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିବ
ସାମୁଦ୍ରିକ ଝଡ଼, ଭୁକମ୍ପ, ଲଘୁଚାପ, ଅତିବୃଷ୍ଟି ହେବାର ସମ୍ଭାବନା ରହିଛି
ଗ୍ରୀଷ୍ମ ସହ ଶୀତର ପ୍ରକୋପ ଅତିପ୍ରବଳ ହେବ
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତି ଆଶଙ୍କା ରହିଛି
ଶିକ୍ଷା, ଚିକିତ୍ସା, ବିଜ୍ଞାନ କ୍ଷେତ୍ରରେ ସୁନାମ ଅର୍ଜିବ ଓଡ଼ିଶା
ରାଜ୍ୟରେ ଶିଳ୍ପାୟନ, ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହେବ
ଏବର୍ଷ ବିଶ୍ୱବ୍ୟାପି ମାନ୍ଦାବସ୍ଥା ରହିବ
ଭାରତରେ ବୈଦେଶିକ ପୁଞ୍ଜି ନିବେଶ ଯୋଗୁ ଆର୍ଥିକ ସ୍ଥତି ମଜଭୁତ ହେବ
କିନ୍ତୁ ନୂଆ କର ନୀତି, ଦରଦାମ ବୃଦ୍ଧି ଯୋଗୁ ଜନ ଅସନ୍ତୋଷ ବଢିବ
ବିଶ୍ୱସ୍ତରରେ ଯୁଦ୍ଧର ବିଭୀଷିକା ଉଗ୍ରତର ହେବ
ଉତ୍କଟ ସ୍ଥିତି ଯୋଗୁ ଦରଦାମ ବୃଦ୍ଧି ଘଟିବ
ବିଶ୍ୱର କିଛି ଧନୀ ରାଷ୍ଟ୍ରର ଶାସନ ମୁଖ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି
ଏସିଆ, ଆମେରିକା ଏବଂ ୟୁରୋପରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ।

Related Post

Leave a Reply

Your email address will not be published. Required fields are marked *

You Missed