Spread the love

ସମସ୍ତେ ସୁଖରେ ରହିବେ କେବେ ଭାବିବା ଠିକ ନୁହେଁ, ଘର ସଂସାର ଚଳାଉଥିବା ଲୋକର ସମସ୍ତ ଜୀବନ ମଙ୍ଗଳମୟ ହେଉ ଭାବିବା ବି ଉଚିତ ନୁହେଁ, ସଂଘର୍ଷ ମଣିଷକୁ ଅନେକ ବାଟ ଦେଖାଏ,,ଯଦି ସମସ୍ତଙ୍କ ମନରେ ଏହି ଭାବନା ରହିବ ଯେ କେବେ କାହାକୁ ଦୁଃଖ ନ ଆସୁ ସମସ୍ତେ ଆନନ୍ଦରେ ରୁହନ୍ତୁ, ତେବେ ସମସ୍ତେ ସୁଖରେ ରହିବେ କି ନାହିଁ ଜଣା ନାହିଁ, କିନ୍ତୁ ଆମେ ଜେ ଅଧିକା ଦୁଖୀ ହେଇଜିବା ଏଥିରେ ସନ୍ଦେହ ନାହିଁ,, ଆଜିର କାହାଣୀ ବି ତାହାରି ମାନସତ୍ତ୍ୱ ଉପରେ, ଦୁନିଆଁରେ ଥରେ ଜଣେ ବ୍ୟକ୍ତି ଉପରେ ଏମିତି ସଂସାର ବୋଝ ପଡିଥଲା ଯେ ନିଜେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇ ସାରିଥିଲା,, କିନ୍ତୁ ଆତ୍ମହତ୍ୟା କରିବାକୁ ଯୋଜନା କରୁଥିବା ରାତିରେ ତାର ଭାବନା ବଦଳି ଯାଇଥିଲା,, ଯାହାକୁ ପ୍ରେମ କରି ବିଭା ହେଇଥିଲା ସେ ମୋତେ ମାରିବାକୁ କାହିଁକି ଚାଁହୁଛି,, ଆରମ୍ଭ କଲା ଏକ ଅଦ୍ଭୂତ ଗବେଷଣା, ଶେଷରେ ବୁଦ୍ଧି ଦେଲେ ସେ ଦେଶର ସର୍ବୋଚ୍ଚ ତଦନ୍ତ କାରି ସଂସ୍ଥା ର ନିର୍ଦେଶକ,, କାରଣ ତାଙ୍କ ସଂସ୍ଥା ଇତିହାସରେ ୟେ କେଶ ଥିଲା ଅଦ୍ଭୂତ,,, ଘଟଣା ଘଟିଥିଲା ଆମେରିକା ର ଟେକ୍ସସ ସହରର ବୋଷ୍ଟୋନ ଇଲାକା ରେ, 2007 ମସିହାରୁ କାହାଣୀ ଆରମ୍ଭ,,, ଜଣେ ଥିଲେ (ରି୍ମାନସୋଜା) ବୟସ 48 ବର୍ଷ ପେସା ଜିମ ରେ ଯୁବକ ମାନଂକୁ ଟ୍ରେନିଂ ଦେବା,,ଆଗରୁ ବିଭା ହେଇଥିଲେ ଓ ତିନୋଟି ସନ୍ତାନ ସ୍ତ୍ରୀ ଥିଲେ ଧନୀ ଘର ଝିଅ ସେ ଛାଡ଼ପତ୍ର ନେଇ ନିଜ ବାପା ଘରେ ରହିଲେ ତିନୋଟି ସନ୍ତାନ କୁ ନେଇ, ରେମନ ଭାବିଲେ ପିଲା ତ ବଡ଼ ବଡ଼ ହେଇଗଲେଣି ତେଣୁ କିଛି ଅସୁବିଧା ନାହିଁ,,,,ଦୁନିଆଟା ତ ଏମିତି କହିବି କାହାକୁ ଭାବି ତାଙ୍କ ଜିମ ଟ୍ରେନର କାମ କରୁଥାନ୍ତି,,, 2007ରେ ତାଙ୍କ ଜିମ ରେ ଦେଖାହେଲେ ଜଣେ ସୁନ୍ଦରୀ ଝିଅ (ମାରିଆ) ସେ ସୁଦୂର ମାକ୍ସିକୋ ରୁ ଆସିଥିଲେ,, ସବୁ ଦିନେ ରେମନ ଙ୍କ ଜିମ କୁ ଆସନ୍ତି ବ୍ୟୟାମ କରିବାକୁ,, କିଛି ଦିନପରେ ରେମନ ଙ୍କ ସାଙ୍ଗରେ ସମ୍ପର୍କ ନିବିଡ଼ ହେଲା, ଓ ଦୁହେଁ 2010 ରେ ବିଭା ହେଲେ,, ତାପରେ ମାରିଆ ଙ୍କୁ ଆମେରିକା ର ନାଗରିକତ୍ୱ ମିଳିଲା,, ଆରାମରେ ସ୍ୱାମୀ ସ୍ତ୍ରୀ ହେଇ ରହିଲେ ରେମନ ଙ୍କ ଯାହା ଅର୍ଥ ଥିଲା ସେଇ ଟଙ୍କାରେ ନିଜେ ତିଆରି କଲେ ନିଜର ଜିମ ସଂସ୍ଥା,, ଓ ମାରିଆ ବି ରହିଲେ ଜିମ ଟ୍ରେନର ହିସାବରେ,,, ଆରାମରେ ଚାଲିଲା ବେପାର, କିନ୍ତୁ 2015 ରେ ଦୁଇ ଜଣଙ୍କ ମଧ୍ୟରେ ମନ ମନାନ୍ତର ହେଲା, ଓ ମାରିଆ ଛାଡ଼ପତ୍ର ଚାହିଁଲେ, କିନ୍ତୁ ରେମନ ଙ୍କ ମନ ବୁଝିଲା ନାହିଁ, ସବୁଦିନେ ଭାବିଲେ ହୁଏତ ମାରିଆ ଦୁଃଖ କରିଛନ୍ତି, ଆପେ ଆପେ ସବୁ ଠିକ ହେଇଯିବ,, ମାସେ ଦୁଇ ମାସ ଗଲା କିନ୍ତୁ ସମ୍ପର୍କ ଠିକ ହେଲାନାହିଁ,,, କିନ୍ତୁ ଗୋଟିଏ ବିଲଡିଂ ରେ ରହୁଥିଲେ,, ଥରେ ରେମନ ଟେକ୍ସସ ରେ ଏକ ମାର୍କେଟ ରେ ଥିବା ବେଳେ ତାଙ୍କର ପୁରୁଣା ସାଙ୍ଗ (ମୁଣ୍ଡୋ) ଙ୍କ ସାଙ୍ଗରେ ଭେଟ ହେଲା, ଦଶ ବର୍ଷ ପରେ,, ରେମନ ପଚାରିଲେ ମୁଣ୍ଡୋ ଙ୍କୁ କେମିତି ଅଛନ୍ତି ଓ କାହିଁକି ୟେ ସହରକୁ ଆସିଛନ୍ତି, ମୁଣ୍ଡୋ କହିଲେ ତାଙ୍କର ଜଣେ ସାଙ୍ଗ ଅଛି ସେ ସୁପାରୀ କିଲର କାମ କରୁଛି ଓ ଜଣେ ମହିଳା କିଏ ମାରିଆ ବୋଲି ଅଛି ତାଙ୍କ ଠାରୁ 2000 ଡଲାର ଆଣିଛି ତାଙ୍କ ସ୍ୱାମୀ ଙ୍କୁ ମର୍ଡର କରିବ,, ରେମନ ଙ୍କ ମୁଣ୍ଡ ଖରାପ,,, କାହିଁ ତାଙ୍କ ସ୍ତ୍ରୀ ନୂହତ,,, ତେଣୁ ରେମନ ଜାଣିବାକୁ ଚାହିଁଲେ ମିଶିବାକୁ ସୁପାରୀ କିଲର ସାଙ୍ଗରେ,, ଭେଟ ବି ହେଲା, ସୁପାରୀ କିଲର କହିଲା ରେମନ ଙ୍କ ନୂଆ ଜିମ ନା,,, ଆହୁରି ଆଶ୍ଚର୍ଯ୍ୟ ହେଲେ ଓ ଜାଣି ଗଲେ କି ତାଙ୍କ ସ୍ତ୍ରୀ ଚାହୁଁଚି ଜୀବନରୁ ମାରିବାକୁ,,, ମୁଣ୍ଡୋ କିନ୍ତୁ ଜାଣି ନଥିଲେ ରେମନ ଙ୍କ ଅତୀତ ଓ ନୂଆ ଜିମ,,, ସେଇଠି ରେମନ ଦୁଃଖରେ ସତ କଥା କହିଥିଲେ ମୁଣ୍ଡୋ ଙ୍କୁ ଓ ସୁପାରୀ କିଲରକୁ, ଯେ ସେ ନିଜେ ହତ୍ୟା ହେବେ,, ଏତିକି ଶୁଣି ମୁଣ୍ଡୋ ଓ ତାଙ୍କ ସାଙ୍ଗ ମୁଣ୍ଡ ବି ଖରାପ,,, ଦୁହେଁ କହିଲେ ଆମେ ମାରିଆକୁ ମାରିଦେବା, ବଦମାସ ସ୍ତ୍ରୀ ହେଇଥିବ ନିଶ୍ଚିତ ରେମନ ତୁମ ପରି ଜଣେ ସରଳ ଲୋକକୁ କିପରି ହତ୍ୟା କରିବାକୁ ଚାଁହୁଛି,, ରେମନ କହିଲେ ଭାଇ ମୁଁ ତାଙ୍କୁ ବହୁତ ଭଲ ପାଉଛି,,, ଆଗକୁ ଯାହା ହେବ,, ସେ ଦୁଇ ଜଣ ତାଙ୍କ ସହରକୁ ଗଲେ,,, ରେମନ ଦୁଇ ମାସ ଗବେଷଣା କଲେ ସ୍ୱାମୀ ସ୍ତ୍ରୀ, ସଂସାର, ଓ ଭାବଶ୍ୟତ ଉପରେ,, ଏମିତି ଭାବି ଭାବି ରାତି ସାରା ଅନିଦ୍ରା ରୁହନ୍ତି କାଳେ ମାରିଆ ରାତିରେ ମାରିଦେବ ବହୁତ ବୁଝେଇବାକୁ ଚେଷ୍ଟା କରନ୍ତି ଶେଷରେ ନିଷ୍ପତି ନିଅନ୍ତି ନିଜେ ଆତ୍ମହତ୍ୟା କରିଦେବେ,,, କିନ୍ତୁ ତାଙ୍କ ମନ ପରିବର୍ତନ ହୁଏ, ସେ ଯାଇ ପଂହଁଛନ୍ତି ଆମେରିକା ର ବଡ଼ ତଦନ୍ତ କାରି ସଂସ୍ଥା (FBI )ଅଫିସରେ, ଓ ଅଫିସି ର ରିସିପିସନ ରେ ଏକ ଚିଠା ଲେଖି ଦିଅନ୍ତି ଯେ ବଡ଼ ଅଫିସର ଙ୍କୁ ଦେଖା କରିବେ,,, ଓ ଭେଟ ବି କରନ୍ତି, ସମସ୍ତ କଥା କୁହନ୍ତି କିପରି ତାଙ୍କ ସ୍ତ୍ରୀ ତାଙ୍କୁ ସୁପାରୀ ଦେଇଛି,,, ଫବିଆଇ ର ଅଫିସର କୁହନ୍ତି ଯେତେବେଳେ କିଛି କ୍ରଇମ ହେଇନାହିଁ ତେଣୁ କୋର୍ଟ ରେ ପ୍ରମାଣ କେମିତି ହେବ,,, ଆମେ କିଛି ଅନୁସନ୍ଧାନ କରୁ ଦେଖିବା,, ତାପରେ ହୁଏ ମିଟିଙ୍ଗ,, ଏତେ ବଡ଼ ତଦନ୍ତ କାରି ସଂସ୍ଥା,, ୟେ କେଶ ଟି ବି ଅଦ୍ଭୂତ,,, ପୁରା ପ୍ଲାନ ହୁଏ,, ଦୁଇ ଜଣ ଫବିଆଇ ଅଫିସର କରିବେ ନାଟକ ନିଜେ ହେବେ ସୁପାରୀ କିଲର,,, ଓ ଅଫିସର ଦୁଇ ଜଣକୁ ମାରିଆ ଙ୍କ ସାଙ୍ଗରେ ମିସେଇଲେ ପୁରୁଣା ସୁପାରୀ କିଲର ଯିଏ ରେମନ ଙ୍କ ସାଙ୍ଗ,, ଫାଇନାଲ ହେଲା 4 ହଜାର ଡଲାର,,, କଥା ହେଉଥିଲେ ଏକ ରେସଟୁରାଣ୍ଟ ରେ ଓ ପୁରା ଭିଡ଼ିଓ ବନାଉ ଥିଲେ ଫବିଆଇ ଅଫିସର,, ଷ୍ଟିଙ୍ଗ ଅପରେସନ ସରିଲା,, ମର୍ଡର ହେବେ ରେମନ ଚାଲିଲା ନାଟକ ସିନ,, ଏକ ନିର୍ଜନ ପାହାଡ଼ରେ ଏକ ଗାତ ଖୋଲା ହେଲା ତାଭିତରେ ରେମନ ଙ୍କୁ ଗୁଳି ମରାଗଲା, ଓ ରେମନ ଙ୍କ ପିନ୍ଧିଥିବା ଡ୍ରେସ ଖୋଲାଗଲା, ଖାଲି ଏକ ଚଡି ରେ, ଶୋଇ ରହିଲେ ରେମନ, ଓ ଚାରୋଟି ଫୋଟୋ ନେଇ ଦେଖେଇଲେ ମାରିଆକୁ ନକଲି ସୁପାରୀ କିଲର,, ମାରିଆ ଖୁସି କହିଲେ ନସରେ,,, ଦେଇଦେଲେ ଆଉ ତିନି ହଜାର ଡଲାର, ସବୁ ରେକଡ଼ ହେଇଗଲା ଗୁପ୍ତ କ୍ୟାମେରା ରେ,,, ଠିକ ତା ପରଦିନ ପୋଲିସ ଆସି ମାରିଆ ଘରେ,,, ଫୋଟୋ ଦେଖେଇ କହିଲେ ୟେ ତୁମ ସ୍ୱାମୀ,, ମାରିଆ କାନ୍ଦିକି ହଁ ମାରିଲେ,, ଯେମିତି ନାଟକ କଲେ ଯାଇଥିବା ପୋଲିସ ମାନେ ଲୁହ ପୋଛି ଆସିବାକୁ କହିଲେ ଫବିଆଇ ଅଫିସ, ମାରିଆ ଗଲେ,, ସେଇଠି ହାତକଡା ରେ ତଳେ ବସିଥିଲେ ଦୁଇ ସୁପାରୀ କିଲର,,, ମାରିଆ ଆଶ୍ଚର୍ଯ୍ୟ, ନିଜେ ତ ଦେଇଥିଲେ ଟଙ୍କା ଏମାନଂକୁ,, କିନ୍ତୁ ମାରିଆ କହିଲେ ଏମାନଂକୁ ଚିହିଁ ନାହାନ୍ତି,,, ଏମାନଙ୍କୁ ବର୍ତମାନ ହିଁ ଦେଖୁଛନ୍ତି,, ନାଟକ ପାରାଦାଫାଶ ହେଲା,, ଦୁଇ ସୁପାରୀ କିଲର ତଳୁ ଉଠି ଦେଖେଇଲେ ଭିଡ଼ିଓ,, ସେଇଠୁ ଜାଣିଲେ ନିଜେ ଫସିଗଲେ,, ଗିରଫ କରାଗଲା,, କିନ୍ତୁ ଚାରିମାସ ଚାଲିଲା କୋର୍ଟ, ମାରିଆଙ୍କୁ 20 ବର୍ଷ ଜେଲ ଦଣ୍ଡ ହେଇଛି,,, ୟେ ଘଟଣା ଟି ପୁରା ଆମେରିକା ରେ FBI କୁ ସମସ୍ତେ ପ୍ରଶଂସା କରିଥିଲେ,,,,

Leave a Reply

Your email address will not be published. Required fields are marked *