Spread the love

ମ୍ୟୁଜିୟମ ଦେଖିପାରିଲେନି ରାଷ୍ଟ୍ରପତି
ଖିଚିଂ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ କଲେ ରାଷ୍ଟ୍ରପତି
ମନ୍ଦିର ପରିସର ମ୍ୟୁଜିୟମ ଦେଖି ନ ପାରିବାରୁ ଅସନ୍ତୋଷ ବ୍ୟକ୍ତ କଲେ
ମ୍ୟୁଜିୟମ ବନ୍ଦ ଥିବାରୁ ଦେଖିପାରିଲେନି ରାଷ୍ଟ୍ରପତି!.
ଏଇମାଟିପାଇଁମୁଁମହାମହିମ- ରାଷ୍ଟ୍ରପତି!.
ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
ଏଇ ମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ କହିଲେ ରାଷ୍ଟ୍ରପତି
ମୁଁ କାହିଁକି ଏତେ ଥର ମୟୂରଭଂଜ ଆସୁଛି ବୋଲି ମିଡିଆ ବଂଧୁ ପଚାରିଥିଲେ’
ମୋ ମାଟି ପାଇଁ ମୋର ଏ ଶ୍ରଦ୍ଧା, ଭଲପାଇବା- ରାଷ୍ଟ୍ରପତି
ଏଇମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ- ରାଷ୍ଟ୍ରପତି
ମୁଁ ପ୍ରତିଥର ଆସି କିଛି ନୂଆ ନୂଆ ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ କରୁଛି’
ଗତଥର ବାଦାମପାହାଡ଼ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲି’
ଏଥର ରାସ୍ତା, ହଲିଡେ ହୋମ୍‌, ଏକଲବ୍ୟ ସ୍କୁଲ ଶିଳାନ୍ୟାସ କଲି’
ଦେଶ ଏବଂ ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି’
ଉଭୟଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ କହିଲେ ରାଷ୍ଟ୍ରପତି

Leave a Reply

Your email address will not be published. Required fields are marked *