Spread the love Post navigation -ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲୁ ହେଲା ବିଧାନସଭା । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ମୋସନ ଉପରେ ହେଲା ସରଗରମ ଆଲୋଚନା l ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ର ମୂଳ କମ୍ପାନୀ ମେଟା । ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି ।
News ଆସନ୍ତା ୧୪ ତାରିଖ ଦିନ ସାରା ରାଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ପର୍ବ ର ଶୃଙ୍ଖଳିତ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି,ସନ୍ଦିଗ୍ଧ ଗାଡ଼ି, ମଦ୍ୟପାନ କରି ଗାଡ଼ି ଚାଳନା, ଚୋରା ମଦ ବିକ୍ରି ଉପରେ କଡାକଡି ଆକ୍ସନ ନିଆଯିବ Darshan Samikhya Apr 13, 2025 0 Comments
News ରାଉରକେଲା //ସମ୍ପୁର୍ଣ୍ଣ ରାଉରକେଲା କୁ ଆବର୍ଜନା ମୁକ୍ତ କରିବାର ବିପୁଳ ପ୍ରୟାସର ଉପକ୍ରମ ଋପେ ଏନଆଇଟି ରେ ସଂଗଠିତ ସ୍ବଚ୍ଛତା ଅଭିଯାନର ଏକଶତ ସପ୍ତାହ ପୂର୍ତ୍ତି ପାଳନ ଅନୁଷ୍ଠିତ ହୋଇଯାଇଛି। Darshan Samikhya Apr 13, 2025 0 Comments
News ଲୁହl ଚୋରା ଚାଲାଣ ରେ ସାମିଲ ଥିବା ଦୁଇ ମୁଖ୍ୟ ଙ୍କୁ ଗିରଫ କଲା ବାଲିମି ପୋଲିସ,l ଘଟଣା କୁ ଗୁରୁତ୍ଵ ଦେଇ ଵାଲିମି ପୋଲିସ ତଦନ୍ତ କରିବା ପରେ ଦୁଇ ଜଣକୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l Darshan Samikhya Apr 13, 2025 0 Comments