ଇତିହାସ ଯାହା କୁହେ ମନୁଷ୍ୟ ମାନେ ଜଙ୍ଗଲ ରେ ରହୁଥିଲେ,,, ସମ୍ପୂର୍ଣ ଉଲଗ୍ନ,, ପରିବାର ବୋଲି କିଛି ନଥିଲା,, ପଶୁ ପକ୍ଷୀ,, ସହିତ ଅନ୍ୟ ପ୍ରାଣୀ ବର୍ତମାନ ଯେମିତି ବସ ବାସ କରୁଛନ୍ତି ମଣିଷ ବି ଦିନେ ସେମିତି ଥିଲା,, ଧର୍ମ ବୋଲି କିଛି ନଥିଲା,,ଧୀରେ ଧୀରେ ପରିବାର ବାଦ ମଣିଷ ସୃଷ୍ଟି କଲା,,, ସଂସାର ରେ ମିଳିମିଶି ରହିବା ସହିତ ପରସ୍ପର ପ୍ରତି କିଛି ଉତ୍ତମ ବୁଝାବଣା କରିବା ସହିତ ପଥର, ଗଛ, ସୂର୍ଯ୍ୟ ଚନ୍ଦ୍ର ପୂଜା ଆରମ୍ବ ହେଲା ଧୀରେ ଧୀରେ ଏକ ଏକ ବସତି ସ୍ଥାପନ ହେଲା,, ଜଙ୍ଗଲ ରେ ଯୋଉ ଖାଦ୍ୟ ଥିଲା ଖାଇବା ସହିତ ନିଜେ ଗଛ ଫଳ ପନି ପରିବା ଚାଷ କରିବା ଉପରେ ଗବେଷଣା କଲା,, ଧୀରେ ଧୀରେ ବସ୍ତ୍ର ପରିଧାନ ପାଇଁ ଯୋଜନା କରି ସଫଳ ହେଲା,, କଳକ୍ରମେ ଆରମ୍ବ ହେଲା ବେପାର,, ଜଣେ ବସ୍ତ୍ର ଦେଇ ପରିବା ଆଣିଲା ତ ଆଉକିଏ ନୂତନ ଖାଦ୍ୟ ଶସ୍ୟ ଦେଇ ଆଉ କିଛି ଆଣିଲା,,, ଯାହା କିଛି ପୁରୁଣା ଗବେଷକ ଙ୍କ ମତରେ (ଚୋରି) ବେପାର ଟି ସର୍ବ ପୁରାତନ,, ଧୀରେ ଧୀରେ ମଣିଷ ମାନଙ୍କ ମଧ୍ୟରେ ଲଢେଇ ହେଲା,,, ତିଆରି ହେଲେ ସର୍ଦାର,,, ବା ଦଳ,,ଦଳ ଦଳ ଭିତରେ ନୃଶଂସ ହତ୍ୟା ହେବାରୁ ଜଣେ ଆଉ ଜଣକୁ ନିଜ ଦଳରେ ସାମିଲ କରେଇବାକୁ ରାଜନୀତି ଆରମ୍ଭ କଲା,, ସୁତରଂ ରାଜନୀତି ଟି ବି ସର୍ବ ପୁରାତନ ବେପାର,,, ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ଇଲାକା କୁ ନିଜର ବୋଲି ଜାହିର କରି ଶାସନ ପ୍ରାଣୟନ ଆରମ୍ଭ ହେଲା,, ଯାହାକୁ ଆମେ ରାଜତନ୍ତ୍ର ବୋଲି ଆଜି କହୁଛେ,,, ଯାହା ଗବେଷଣା ରୁ ଜଣା ଯାଏ,, କୋଟି କୋଟି ବର୍ଷ ର ବ୍ରହ୍ମାଣ୍ଡ ରୁ ମାତ୍ର 5 ହଜାର ବର୍ଷ ତଳର ଇତିହାସ ବର୍ତମାନ ମିଳେ,, ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମଣିଷ ଗତିକରୀ ଜଣେ ଜଣେ ଅଦ୍ଭୁତ ସମାଜ ସେବି ଙ୍କ ଚରଣରେ ଆଶ୍ରିତ ହେଲା,, ଯଥା,, ଯୀଶୁ, ମହମଦ, ବୁଦ୍ଧ ପରି ମହାତ୍ମା ମାନଙ୍କ ପାଖରେ ଜ୍ଞାନ ଶିଖିଲା,, ଓ ଯେତେବେଳେ ମହାତ୍ମା ମାନଙ୍କ ଦେହ ତ୍ୟାଗ ହେଲା ଆରମ୍ଭ ହେଲା ଧର୍ମ ପ୍ରତିଷ୍ଠା,,ନିଜ ନିଜ ଗୁରୁ ମାନଙ୍କ ଗୁରୁ ବାଣୀ ପ୍ରଚାର କରି ପୂଜା କରିବା ଆରମ୍ଭ ହେଲା,,, ଇତିହାସ କୁହେ କେବେ ମହାତ୍ମା ମାନେ କହିନଥିଲେ ସେମାନଂକୁ ପୂଜା କର,,, ୟେ ସବୁ ମନୁଷ୍ୟ କୃତ,,, ଇଶ୍ଵର ଏକ ବୋଲି ଆଜି ସାରା ବ୍ରହ୍ମାଣ୍ଡ ରେ ଏବେବି ପ୍ରସିଦ୍ଧ,,,
ଇତିହାସ ଭିତରଜୁ ଯିବା ବଡ଼ କଷ୍ଟ, କାରଣ ବିଶ୍ୱାସ ଅବିଶ୍ୱାସ ର ପ୍ରଶ୍ନ ଉଠେ,,ମଣିଷ ଆଧ୍ୟାତ୍ମିକ ହେବା ଏକ ସ୍ୱାଧୀନ ଚିନ୍ତାଧାରା,, ଜଣେ ବ୍ୟକ୍ତି ଯୋଉ ଧର୍ମ କୁ ବିଶ୍ୱାସ କରୁ ସେଥିରେ ଆନନ୍ଦ ମିଳିବା ସ୍ୱାଭାବିକ,, ଇଶ୍ଵର ଆଲ୍ହା ଯୀଶୁ ଏକ ବୋଲି ବିଭିନ୍ନ ଗ୍ରନ୍ଥ ମାନଂକରେ ମିଳେ,ପୁଣି ଇତିହାସ କୁ ପୁନରାବୃତ୍ତି କଲେ ଜଗତରନାଥ ଜଗନ୍ନାଥ ସମସ୍ତଙ୍କୁ ନିଜର କରିବା ଆମେ ଜାଣୁ, କୁହାଯାଏ 5ହଜାର ବର୍ଷ ତଳେ କଳି ର ଆରଂଭ ହେଇଛି ପ୍ରଭୁ ବର୍ତମାନ କଳକୀ ଅବତାର, ଖିଷ୍ଟପୂର୍ବ 3174 ରେ ଯୁଧିଷ୍ଠିର ଙ୍କ ଜନ୍ମ, ତେଣୁ ଦାରୁବ୍ରହ୍ମ ଅନାଦି କାଳରୁ ସମୁଦ୍ର କୂଳରେ ଅଛନ୍ତି,, ଶବର ମାନେ ପ୍ରଥମେ ଏକ ଗଛକୁ ପୂଜା କରୁଥିଲେ ଏହା ବି 5 ହଜାର ବର୍ଷ ତଳର ଘଟଣା ଅନୁମାନ କରିହୁଏ,, ଶବରୀ ମାନେ ଗଛକୁ ନାରାୟଣୀ ଭାବେ ପୂଜା କଲେ, ଠିକ ଏହାର ପରେ ପରେ ଜଗନ୍ନାଥ ଜଗତର ନାଥ ହେଲେ,, ଏହା ରାମାନୁଜ କହିଛନ୍ତି,, ତେଣୁ ଗ୍ରନ୍ଥ ଯେ ମନୁଷ୍ୟ କୃତ ଜାଣିବାରେ ସମୟ ଲାଗେନି,, ସାଧୁ ସନ୍ଥ ମାନଂକ ଚିନ୍ତାଧାରା କୁ ଧରି ମଣିଷ ମାନେ ଆଗେଇବା ଉଚିତ, ସନ୍ଥ ସାଧୁ ସୁନ୍ଦର ଦାସ ଜଗନ୍ନାଥ ଙ୍କୁ ଯୀଶୁକୃଷ୍ଣ ରୂପେ ଦେଖିଥିବା କହିଛନ୍ତି,,,ତେଣୁ ଆଧ୍ୟାତ୍ମିକ କୁହେ ସମସ୍ତ ଧର୍ମ କୁ ବିଶ୍ୱାସ କରିବା ହେଉଛି ଇଶ୍ଵର ଙ୍କ ନିକଟ ବର୍ତ୍ତୀ ହେବା,, ଧର୍ମଗ୍ରନ୍ତ ପଢି ଜ୍ଞାନ ଗ୍ରହଣ କରବା ଯାହା ନିଜ ଭିତରେ ନିଜେ ଇଶ୍ଵରଙ୍କୁ ଦେଖି ଅନୁଭବ କରିବା ଶ୍ରେଷ୍ଠ ବୋଲି ଧରିନେବା,, ସେଇୟା