Spread the love

*ଆସିଲା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ*
*-ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି.*
*-ମୋଟ ୧୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି.*
*-ଦୁର୍ନୀତି କରି ଧରା ପଡ଼ିଛନ୍ତି ୫୮ ଜଣ କ୍ଲାସ-୧ ଅଫିସର.*
*-୪୪ ଜଣ କ୍ଲାସ-୨ , ୧୯୩ କ୍ଲାସ-୩ ଅଫିସର ଧରାପଡ଼ିଛନ୍ତି.*
*-ଦୁର୍ନୀତି ପ୍ରୋତ୍ସାହନ ଦେଇ ଫସିଛନ୍ତି ଅଫିସରଙ୍କ ପତ୍ନୀ.*
*-୩୬ ଅଫିସରଙ୍କ ପତ୍ନୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା.*
*-ଆୟବର୍ହିଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଦେଶରେ ପ୍ରଥମ.*

Leave a Reply

Your email address will not be published. Required fields are marked *