Spread the love

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମେ 5ତାରିଖରୁ ଆରମ୍ଭ କରିବେ 5T ଅଧୀନରେ ଥିବା ବିଭାଗ ଗୁଡିକର ସମୀକ୍ଷା. ଯୋଉ ଅର୍ଥ ଦିଆଯାଇଛି ବିଭାଗକୁ ସେଥିରୁ 5ଟି ବିଷୟରେ କହିବେ ମନ୍ତ୍ରୀ. ଯଥା କାମ କେତେ ହେଇଛି. ଅର୍ଥ ର ବିନିଯୋଗ କିପରି ହେଇଛି. ବିଭାଗୀୟ ଅଧିକାରୀ ମାନଙ୍କ କିପରି ସହଯୋଗ ରହିଛି. ଓ କାମ ଉପରେ ଅଭିଯୋଗ କଣ କିଛି ହେଇଛି ଯଦି ଅଭିଯୋଗ ଅଛି କୋଉ ପ୍ରକାର ର ଅଭିଯୋଗ ସମାଧାନ କଣ ହେଇଛି.. ମୋ ସରକାର ହେବା ପରେ ସରକାରୀ ଅଧିକାରୀ ମାନଙ୍କ କାର୍ଯ୍ୟ ଶୈଳୀ ବିଷୟରେ ଆବଶ୍ୟକ ତଥ୍ୟ ଦେବେ ବିଭାଗୀୟ ମନ୍ତ୍ରୀ..

Leave a Reply

Your email address will not be published. Required fields are marked *