Spread the love

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁ ପ୍ରେମୀ ଗଣ,
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ତଥା ପୁର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଜନ୍ମଦିବସ ଅର୍ଥାତ୍ ପଞ୍ଚାୟତିରାଜ ଦିବସ ପାଳନ ଆସନ୍ତା କାଲି ଅର୍ଥାତ୍ ତା. ୦୫/୦୩/୨୪ ରିଖ ମଙ୍ଗଳବାର ସକାଳ ଘ୮.୦୦ ମି. ସମୟରେ ପୌରପରିଷଦ ଅନ୍ତର୍ଗତ ଡ଼ାକବଙ୍ଗଳାରୁ ଆରମ୍ଭ ହେବ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ବ୍ଲକ ଓ ହିଞ୍ଜିଳିକାଟୁ ପୌରପରିଷଦର ସମସ୍ତ ଦଳୀୟ କର୍ମକର୍ତା, ଅଧ୍ୟକ୍ଷ/ଅଧ୍ୟକ୍ଷ୍ୟl, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ଉପାଧ୍ୟକ୍ଷ/ଉପାଧ୍ୟକ୍ଷା, କାଉନସିଲର ବୃନ୍ଦ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କୁ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଅନୁରୋଧ। ନଗର ପରିକ୍ରମା କରି ବିଜୁବାବୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ । ପରେ ଘୋଡେଇ ଶୁଣି ପୀଠରେ ଶେରଗଡ଼ ବ୍ଳକ ତରଫରୁ ଅନୁଷ୍ଠିତ ହେବାକୁ ଥିବା ରକ୍ତ ଦାନ ଶିବିର ରେ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିବା। ସମସ୍ତ ଙ୍କ ସହଯୋଗ କାମନା କରୁଛି।

ଆପଣଙ୍କର
ଶରତ ଚନ୍ଦ୍ର ମହାପାତ୍ର
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି

Leave a Reply

Your email address will not be published. Required fields are marked *