Spread the love

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ।
ସେହିପରି PMଙ୍କ ଗସ୍ତ ପାଇଁ ବି ସୁରକ୍ଷାକଡ଼ାକଡ଼ି!.


-ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର
-ବିମାନବନ୍ଦରରୁ ରାଜଭବନ ଯାଏ ସୁରକ୍ଷା କଡ଼ାକଡ଼ି
-ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ
-ସୁରକ୍ଷା ଦାୟିତ୍ଵରେ ରହିବେ ୬ DCP ଓ ଅତିରିକ୍ତ DCP
୧୦ ଏସିପି, ୧୯ ଇନ୍‌ସ୍ପେକ୍ଟର, ୬୯ SI ଓ ଓ ASI ରହିବେ ୫୦ ବନ୍ଧୁକଧାରୀ ପୋଲିସ ଏୟାରପୋର୍ଟ ବାହାରେ ରହିବେ!.

Leave a Reply

Your email address will not be published. Required fields are marked *